ରାଜ୍ୟ

ତାତିରେ ଫୁଟିଲା ସାରା ରାଜ୍ୟ – Ibnodisha

[ad_1]

ଭୁବନେଶ୍ୱର : ୪୦ ଟପିଲା ୫ ସହର । ୪୧ ଡିଗ୍ରୀ ସହ ମାଲକାନଗିରି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର । ବୌଦ୍ଧ ଏବଂ ଟିଟିଲାଗଡ ତାପମାତ୍ରା ୪୦.୫ ଡିଗ୍ରୀ । ବଲାଙ୍ଗିର ୪୦.୨ ଏବଂ ନୟାଗଡ ୪୦ ଡିଗ୍ରୀ ସେଲସିୟସ । କଟକ ୩୭.୬ ଏବଂ ଭୁବନେଶ୍ୱର ୩୭ ଡିଗ୍ରୀ ସେଲସିୟସ ।

୨ଟା ୩୦ ସୁଦ୍ଧା ରାଜ୍ୟର ୭ ସହରର ତାପମାତ୍ରା ୩୫ଡିଗ୍ରି ଉପରେ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button