ରାଜ୍ୟ
ଅନନ୍ତ ଜେନାଙ୍କ ବିରୋଧରେ ନବୀନ ନିବାସରେ ଫେରାଦ – Ibnodisha

[ad_1]
ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ । ତେବେ ଟିକେଟକୁ ନେଇ ଏବେ ବିଜେଡିରେ ଧୀରେ ଧୀରେ କନ୍ଦଳ ବଢିବାରେ ଲାଗିଛି । ଏହାରି ଭିତରେ ବଢିଲା ମଧ୍ୟ-ଭୁବନେଶ୍ୱର କଳି ।
ବିଧାୟକ ଅନନ୍ତ ଜେନାଙ୍କ ବିରୋଧରେ ନବୀନ ନିବାସରେ ଫେରାଦ ହୋଇଛନ୍ତି ୪୫ରୁ ଅଧିକ ପୂର୍ବତନ କର୍ପୋରେଟର ଓ କର୍ମୀ । ସେମାନଙ୍କ ଗୋଟିଏ ଦାବି ଅନନ୍ତଙ୍କ ବଦଳରେ ଅମରେଶ ଜେନାଙ୍କୁ ଟିକେଟ ଦିଆଯାଉ।
ପଦ୍ମ ଛାଡ଼ି ଶଙ୍ଖ ଫୁଙ୍କିଲେ ସୁକାନ୍ତ ନାୟକ
[ad_2]




