IBN ଓଡ଼ିଶା ବ୍ୟୁରୋ

କାହାର ନାମ ମନରେ ଚିନ୍ତା କରି ଗୋଟିଏ ସ୍ଵସ୍ତିକକୁ ବାଛି ନିଅନ୍ତୁ, ଦେଖନ୍ତୁ ଆଗାମୀ ଭାଗ୍ୟ ଭବିଷ୍ୟ ଆପଣଙ୍କର କିପରି ରହିଛି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ନିଜର ଭାଗ୍ୟ ଭବିଷ୍ୟ ବିଷୟରେ ଜାଣିବାକୁ ସମସ୍ତଙ୍କର ଇଛା ରହିଥାଏ । ହେଲେ କେହି ମଧ୍ୟ ଆଗରୁ ନିଜର ଭବିଷ୍ୟରେ କ’ ଣ ଘଟିବା ପାଇଁ ଯାଉଛି ତାହା ଜାଣି ପାରିନଥାନ୍ତି । ତେବେ ଆପଣଙ୍କୁ ୩ ଟି ଭିନ୍ନ ଭିନ୍ନ ରଙ୍ଗର ସ୍ଵସ୍ତିକ ଚିହ୍ନ ଏଠାରେ ଦିଆଯାଇଛି । ଆପଣ ସେହି ୩ ଟି ରଙ୍ଗର କୌଣସି ଗୋଟିଏ ସ୍ଵସ୍ତିକ ଚିହ୍ନକୁ ବାଛନ୍ତୁ । ଆଉ ନିଜ ବର୍ତ୍ତମାନର ସ୍ଥିତି ତଥା ଭାଗ୍ୟ ଭବିଷ୍ୟ ବିଷୟରେ ଜାଣିନିଅନ୍ତୁ । ତେବେ ସେହି ୩ ଟି ରଙ୍ଗର ସ୍ଵସ୍ତିକ ଚିହ୍ନ ହେଉଛି ବାଇଗଣୀ, କମଳା ଓ ହଳଦିଆ ।

ବାଇଗଣୀ ରଙ୍ଗର ସ୍ଵସ୍ତିକ;- ଆପଣ ବର୍ତ୍ତମାନ କୌଣସି ଏକ ଖରାପ ବ୍ୟକ୍ତିର କବଳରେ ପଡି ଯାଇଛନ୍ତି । ଯେଉଁ କାରଣରୁ ଆପଣଙ୍କ ମନ ବହୁ ସମୟରେ ବିଚଳିତ ରହିବା ସହ ଆପଣଙ୍କର ସମୟ ମଧ୍ୟ କିଛି ଟା ଖରାପ ଚାଲିଛି । ହେଲେ ଏଥିପ୍ରତି ବ୍ୟସ୍ତ ହୁଅନ୍ତୁ ନାହିଁ । ଆଗାମୀ ସମୟ ଆପଣଙ୍କ ପାଇଁ ଭଲ ରହିବା ପାଇଁ ଯାଉଛି । ଯେଉଁ ବ୍ୟକ୍ତି ବିବାହିତ ଅଟନ୍ତି । ସେମାନେ ନିଜର ପାର୍ଟନରଙ୍କ ସହିତ ଉତ୍ତମ ବୁଝାମଣା ରଖି ନିଜର ପ୍ରତ୍ଯେକଟି କଥା ତାଙ୍କ ସହ ଶେୟାର କରନ୍ତୁ ।

ଆପଣ ବହୁତ ଜିଦିଆ ସ୍ଵଭାବର ବ୍ୟକ୍ତିତ୍ବ ଅଟନ୍ତି । ତେଣୁ ଆପଣ ନିଜର ଜିଦି ସ୍ଵଭାବ ଉପରେ ନିୟନ୍ତ୍ରଣ ରଖି ନିଜର ପ୍ରତ୍ଯେକଟି କାମ ଭଗବାନଙ୍କ ନାମ ନେଇ ଆରମ୍ଭ କରନ୍ତୁ । ଆପଣଙ୍କ ମନରେ ବୀନା କାରଣରେ ଯେଉଁ ସବୁ ଖରାପ ଭାବନା ଚାଲି ଆସୁଥିଲା । ତାହା ମଧ୍ୟ ସମୟର ସହ ଗତି ସହ ଧୀରେ ଧୀରେ ଦୂରୀଭୂତ ହୋଇଯିବ ।

ହଳଦିଆ ରଙ୍ଗର ସ୍ଵସ୍ତିକ ଚିହ୍ନ ;- ତେବେ ଯେଉଁ ମାନେ ଅତି ବିଶ୍ବାସର ସହ ଏହି ସ୍ଵସ୍ତିକଟି ବାଛିଛନ୍ତି । ଏଠାରେ ଆପଣଙ୍କୁ କହି ରଖିବା ପାଇଁ ଚାହିଁବୁ । କି ଆପଣ ଭଲ ଗୋଷ୍ଠୀ ସହ ମିଳିମିଶି ନିଜର କାର୍ଯ୍ୟ କରନ୍ତୁ । ଦେଖିବେ ସବୁ କିଛି ଶୁଭାଶୁଭ ଫଳ ପ୍ରଦାନ କରିବ । ଆପଣ ନିଜର ମନରେ କୌଣସି ଏକ ନୂଆ ଯୋଜନାର ସ୍ଵପ୍ନ ଦେଖୁଛନ୍ତି । ତେବେ ଆପଣଙ୍କ ସମୟ ଆଗକୁ ଶୁଭ ରହିବା ପାଇଁ ଯାଉଛି । ଯାହା ଦ୍ଵାରା ଆପଣ ଆପଣଙ୍କ ଯୋଜନାକୁ ବହୁତ ଶୀଘ୍ର କାର୍ଯ୍ୟକାରୀ କରାଇବାରେ ସଫଳ ହୋଇପାରିବେ ।

କମଳା ରଙ୍ଗର ସ୍ଵସ୍ତିକ;- ଆପଣ ଗତ କିଛି ଦିନ ଧରି ଅଧିକ ଖର୍ଚାନ୍ତରେ ପଡି ଯାଇଛନ୍ତି । ଆଗାମୀ ସମୟରେ ଆପଣଙ୍କ ଥିବା ପାରିବାରିକ କଳହ ଦୂର ହୋଇବ । ପରିବାରରେ ଖୁସିର ବାତାବରଣ ରହିବ । ଯାହା ଦୁଃଖ ଜୀବନରେ ଘଟିଯାଇଛି । ତାହାକୁ ଭାବି ଭାବି ନିଜର ବର୍ତ୍ତମାନର ମୂଲ୍ୟବାନ ସମୟକୁ ନଷ୍ଟ କରନ୍ତୁ ନାହିଁ । ଆଗାମୀ ସମୟରେ ସୁଖ ଓ ଦୁଃଖ ମିଶ୍ରୀତ ଫଳ ଭୋଗ କରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button