TOP 15 GK – ତାଜମହଲ ନିର୍ମାଣ କରିବା ପାଇଁ କେତେ ସମୟ ଲାଗିଥିଲା ? ଏହା ସହ 15ଟି ପ୍ରଶ୍ନ ଓ ଏହାର ଉତ୍ତର
ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।
ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏହି ଜ୍ଞାନ ପୂର୍ଣ୍ଣ କଥା ସବୁ ଅନେକ ସମୟରେ ଆମ ଜୀବନରେ କାମରେ ଆସିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଢଗ ନେଇକି ଆସିଛୁ । ଯାହାର ଅର୍ଥ ହୁଏ ତ ଆପଣ ମାନେ ଜଣାଇ ନ ଥିବେ । ଯଦି ଜାଣିଥିବେ ତେବେ ହୁଏ ତ ସଠିକ ସମୟରେ ଦେଇପାରୁ ନ ଥିବେ । ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆନନ୍ଦ ହେବେ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।
1- କେଉଁ ଜୀବ ର ଗୋଟେ ବି ହୃଦୟ ନାହିଁ ?
ଉତ୍ତର- ଜେଲିଫିସ ।
2- କେଉଁ ପକ୍ଷୀ କାନରେ ଦେଖିଥାଏ ?
ଉତ୍ତର- ଚମଗାଦଦ ।
3- ଭାରତିୟ ସମ୍ବିଧାନର ଜନକ କାହାକୁ କୁହାଯାଏ ?
ଉତ୍ତର- ଭୀମରାବ ଆମ୍ବେଦକର ।
4- ମୋବାଇଲ ଫୋନର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ମାର୍ଟିନ କୁପର ।
5- ଭାରତରେ କେଉଁ ରାଜ୍ୟରେ ସବୁଠୁ କମ ମୁସ୍ଲିମ ରହିଥାନ୍ତି ?
ଉତ୍ତର- ସିକ୍କିମ ।
6- କେଉଁ ଦେଶର ଝିଅଙ୍କୁ ବିବାହ କରିଲେ ସରକାରୀ ଚାକିରି ମିଳିଥାଏ ?
ଉତ୍ତର- ଆଇସଲ୍ୟାଣ୍ଡ ।
7- ପୃଥିବୀ ସୂର୍ଯ୍ୟ ଚାରି ପଟେ ବୁଲିଥାଏ ଏହି କଥା କିଏ ପ୍ରଥମେ କହିଥିଲେ ?
ଉତ୍ତର- କୋପରନିକସ ।
8- ସୌର ମଣ୍ଡଳର ସବୁଠାରୁ ବଡ ଗ୍ରହ ର ନାମ କଣ ?
ଉତ୍ତର- ବୃହସ୍ପତି ।
9- କାହାର ଜନ୍ମ ଦିବସକୁ ଖେଳ ଦିବସ ରୂପେ ପାଳନ କରାଯାଏ ?
ଉତ୍ତର- ମେଜର ଧ୍ୟାନଚାନ୍ଦ ।
10- ବିଶ୍ଵର ସବୁଠୁ ବଡ କେକ କେଉଁ ଦେଶରେ ତିଆରି ହୁଏ ?
ଉତ୍ତର- ନିୟୁଜଲ୍ୟାଣ୍ଡ ।
11- ଭାରତର ପ୍ରଥମ ରେଳ ବ୍ରିଜ କେଉଁଠି ତିଆରି ହେଉଛି ?
ଉତ୍ତର- ଜାମୁ କାଶ୍ମୀର ।
12- କେଉଁ ଦେଶର ଜ୍ଵାଳାମୁଖୀ ର ଲାଭା ନୀଳ ରଙ୍ଗର ଅଟେ ?
ଉତ୍ତର- ଇଣ୍ଡୋନେଶିୟା ।
13- ଦୁନିଆର ପ୍ରଥମ ଗ୍ଲୋଲ୍ଫ ପ୍ଳେଟ ହୋଟେଲ କେଉଁଠି ଅଛି ?
ଉତ୍ତର- ଭିଏତ୍ନାମ ।
14- ଇଣ୍ଡିଆ ଗେଟ କେଉଁ ଠାରେ ଅବସ୍ଥିତ ଅଟେ ?
ଉତ୍ତର- ଦିଲ୍ଲୀ ।
15- ତାଜମହଲ ତିଆରି କରିବାରେ କେତେ ସମୟ ଲାଗିଥିଲା ?
ଉତ୍ତର- 22 ବର୍ଷ ।