ଦେଶ
ଜେଲ୍ ଗଲେ କେଜରିୱାଲ – Ibnodisha

[ad_1]
ନୂଆଦିଲ୍ଲୀ : ଇଡ଼ି ରିମାଣ୍ଡ ସରିବା ପରେ ଜେଲ୍ ଗଲେ କେଜରିୱାଲ । ମଦ ଦୁର୍ନୀତି ମାମଲାରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୫ ତାରିଖ ଯାଏଁ ନ୍ୟାୟିକ ହେପାଜତରେ ରହିବେ ।
ଆଜି ଆସିପାରେ ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା
The post ଜେଲ୍ ଗଲେ କେଜରିୱାଲ appeared first on ONA KHABAR.
[ad_2]