ଦେଶ

ସୁନା ୧୦ ଗ୍ରାମ ପିଛା ୬୯,୪୮୭ ଟଙ୍କା – Ibnodisha

[ad_1]

ନୂଆଦିଲ୍ଲୀ : ସୋମବାର ଭାରତୀୟ ସୁନା ମୂଲ୍ୟ ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବିଦେଶୀ ବଜାରରେ ଲାଭ ଏବଂ ଗ୍ରାହକଙ୍କ ମଧ୍ୟରେ ସୁନାର ଚାହିଦା ବୃଦ୍ଧି କାରଣରୁ ଦରବୃଦ୍ଧିର କାରଣ ବୋଲି ଡିଲର ମାନେ କହିଛନ୍ତି। ଏଥିସହିତ ସୋମବାର ଭାରତରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୯,୪୮୭ ଟଙ୍କାରେ ପହଞ୍ଚିଛି। ୨୦୨୪ରେ ବର୍ତମାନ ସୁଦ୍ଧା ଭାରତୀୟ ଘରୋଇ ବଜାରରେ ସୁନା ମୂଲ୍ୟ ୧୦% ବଢି ସାରିଲାଣି। ଗତ ସପ୍ତାହରେ ମାର୍ଚ୍ଚରେ ଭାରତର ସୁନା ଆମଦାନୀ ୯୦% ରୁ ଅଧିକ ହ୍ରାସ ପାଇ କରୋନା ମହାମାରୀ ପରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଜଣେ ସରକାରୀ ଅଧିକାରୀ ଏବଂ ଦୁଇ ବ୍ୟାଙ୍କ ଡିଲରଙ୍କ ସୂତ୍ରରୁ ଗତ ସପ୍ତାହରେ ରଏଟର୍କୁ ଏହି ରିପୋର୍ଟ କରିଥିଲା।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button