ରାଜ୍ୟ

ଗାଧୋଉଥିବା ବେଳେ ପୋଖରୀରେ ବୁଡି ଯୁବକ ନିଖୋଜ – Ibnodisha

[ad_1]

ଯାଜପୁର : ବ୍ରାହ୍ମଣୀର ଶାଖା ନଦୀ କେଲୁଅ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଯୁବକ ଜଣକ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି । ତେବେ ନିଖୋଜ ଯୁବକ ଜଣକ ରାହୁଲ ବିଶ୍ୱାଳ ବୋଲି ଜଣାପଡିଛି । ସୂଚନା ଅନୁସାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଧିନ ଦେଉଦା ପଂଚାୟତ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀକୁ ମଙ୍ଗଳବାର ଦିନ ୨ ଟା ସମୟରେ ରାହୁଲ ଗାଧୋଇବାକୁ ଯାଇଥିଲେ । ଏବଂ ଗାଧୋଉଥିବା ସମୟରେ ରାହୁଲ ହଠାତ ପାଣିରେ ବୁଡି ଯାଇଥିଲେ । ତେବେ ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ନଦୀରେ ପଶି ବହୁ ଖୋଜଖୋଜି କରିଥିଲେ ମଧ୍ୟ ଯୁବକଙ୍କ ପତ୍ତା ମିଳି ପାରିନଥିଲା ।  ଖବର ପାଇ ଘଟଣା ସ୍ଥଳରେ  ଅଗ୍ନିଶମ  ବାହୀନି ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button