ରାଜନୀତି

ବାପ, ପୁଅ ଓ ଝିଅଙ୍କୁ କଂଗ୍ରେସର ଟିକେଟ – Ibnodisha

[ad_1]

ଭୁବନେଶ୍ୱର: କଂଗ୍ରେସ ବାପ, ପୁଅ ଓ ଝିଅଙ୍କୁ ଟିକେଟ ଦେଇଛି । ଭୁଜବଳ ମାଝୀ ଓ ଝିଅ ଲିପିକା ମାଝୀଙ୍କୁ କଂଗ୍ରେସ ଟିକେଟ ଦେଇଛି ।ଭୁଜବଳ ନବରଙ୍ଗପୁରରୁ ଲୋକସଭା ଟିକେଟ ପାଇଛନ୍ତି । ଭୁଜବଳଙ୍କ ଝିଅ ଲିପିକା ମାଝୀଙ୍କୁ ଡାବଗୁାଁ ବିଧାନସଭା ଟିକେଟ ମିଳିଛି । ସେହିପରି ଭକ୍ତଚରଣ ଦାସ ଓ ପୁଅ ସାଗର ଦାସଙ୍କୁ କଂଗ୍ରେସ ଟିକେଟ ଦେଇଛି । ଭକ୍ତଚରଣଙ୍କୁ ନର୍ଲା ବିଧାନସଭା ଆସନରୁ ଟିକେଟ ମିଳିଛି । ପୁଅ ସାଗର ଦାସଙ୍କୁ ଭବାନୀପାଟଣା ବିଧାନସଭା ଆସନରୁ ଟିକେଟ ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button