ରାଜନୀତି

ରାହୁଲ କ୍ଷମା ମାଗନ୍ତୁ : ବିଜେପି – Ibnodisha

[ad_1]

ବ୍ୟୁରୋ : ରାହୁଲଙ୍କ ମନ୍ତବ୍ୟକୁ ଶାସକ ଦଳ ସଭ୍ୟ ଙ୍କ ପ୍ରବଳ ବିରୋଧ | ଜୋରଦାର ବିରୋଧ କଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜୁକୁ | ରାହୁଲ ଗାନ୍ଧୀ କ୍ଷମା ମାଗନ୍ତୁ ଦାବି କଲେ ବିଜେପି ସଦସ୍ୟ |ରାହୁଲ ଭାରତୀୟ ନୁହନ୍ତି ବୋଲି କହିଲେ ସ୍ମୃତି ଇରାନୀ | ମଣିପୁର ଖଣ୍ଡିତ ହୋଇନି ମୋ ଦେଶର ଅବିଛେଦ୍ୟ ଅଙ୍ଗ ମଣିପୁର | ମଣିପୁର ଭାରତର ଅବିଛେଦ୍ୟ ଅଙ୍ଗ ରହିଛି ରହିଥିବ | କଂଗ୍ରେସ ଚାହୁଁଛି , କାଶ୍ମୀର ରେ ପୁନଃ ୩୭୦ ଲାଗୁ କରାଯାଉ |

ମଣିପୁରକୁ ଭାଗ କରିିିଦିଆଯାଇଛି: ରାହୁଲ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button