ରାଜ୍ୟ

କଲରାପତରିଆକୁ ଧକ୍କା ଦେଲା ଅଜଣା ଗାଡି, ହସ୍ପିଟାଲ ନେବା ବାଟରେ ମୃତ୍ୟୁ – Ibnodisha

[ad_1]

ଭଞ୍ଜନଗର: ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘ ମୃତ । ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ମୁଖ୍ୟରାସ୍ତାରେ ଗାଡ଼ି ଧକ୍କା ଯୋଗୁଁ ବାଘର ମୃତ୍ୟୁ ହୋଇଛି । ଗୁରୁତର ଅବସ୍ଥାରେ ବନ ବିଭାଗ ବାଘଟିକୁ ଉଦ୍ଧାର କରିଥିଲେ । ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନେବା ସମରେ ବାଘର ମୃତ୍ୟୁ ହୋଇଥିଲା । ବାଘର ବୟସ ୪ରୁ ୫ ବର୍ଷ ହେବ ।

ରହୁଲ କ୍ଷମା ମାଗନ୍ତୁ : ବିଜେପି

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button