ରାଜ୍ୟ

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା …. – Ibnodisha

[ad_1]

ମେଷ : ଆଜିର ଦିନଟି ବ୍ୟବସାୟରେ ଲାଭବାନ୍ ହେବେ । ଗୁରୁଜନଙ୍କ ଠାରୁ ସ୍ନେହ ଶ୍ରଦ୍ଧା ମିଳିବ । ବନ୍ଧୁଙ୍କ ସାହାଯ୍ୟ ମିଳିପାରେ । ମହିଳାମାନେ ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ ।

ବୃଷ : ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ । ଗୁରୁଜନଙ୍କ ପାଇଁ ଚିନ୍ତା ବଢ଼ିଯିବ । ପରିବେଶ ଲାଭଜନକ ହେବ । ନିଜ କାଯ;୍ୟରୁ ଫାଇଦା ଉଠାଇବେ । ଆର୍ଥିକ ଭାବନାରେ ଶାନ୍ତି ପାଇବେ । ମହିଳାମାନେ ବିଦ୍ୟାର୍ଥୀଙ୍କୁ ସମର୍ଥନ କରିବେ ।

ମିଥୁନ : ସାହାଯ୍ୟ ବୃଥା ହେବ, କାର୍ଯ୍ୟ ଭାର ବଢ଼ିବ । ଗୃହ ସଜ୍ଜାରେ ସମୟ ଦେବେ । କାର୍ଯ୍ୟକୁ ଆଗେଇ ନେବେ । ଗୃହରେ ମତାନ୍ତର ଘଟିବ । ବ୍ରବସାୟ ପାଇଁ ଆରଲୋଚନା କରିବେ । ଅନ୍ୟକୁ ସାହାଯ୍ୟ କରିବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ମନ ଦେବେ ।

କର୍କଟ : ବ୍ୟବସାୟରେ ଲାଭବାନ ହେବେ । ଶରୀର ସୁସ୍ଥ ରହିବ । ବାଣିଯ୍ୟକ ସାହାଯ୍ୟ ପାଇବେ । କର୍ମକ୍ଷେତ୍ରର ପରୀସୀମା ବୃଦ୍ଧିପାଇବ । ମହିଳାମାନେ ଅନ୍ୟକୁ ସାହାଯ୍ୟ କରିବେ ।

ସିଂହ : ଆଜି ଗୃହରେ ବହୁଦିନର କଥା ଆଲୋଚନା ହେବ । ପରିସ୍ଥିତି ଲାଭପ୍ରଦ ହେବ । କର୍ମବନ୍ଧନ ଯୋଗ ପ୍ରାପ୍ତ ହେବ । ମନ୍ଧୁମେଳରେ ମତାନ୍ତର ଘଟିବ । ଆୟ ଯୋଗ ଅଛି ।

କନ୍ୟା: ଉଦର ବଥା ଭୋଗିପାରନ୍ତି । ମନ ଅସ୍ଥିର ହେବ । କ୍ଳାନ୍ତି ଓ ଅବସାନ୍ନ ରହିବେ । ହଠାତ ଗୃହରେ ଝାମେଲା ଦେଖାଦେବ । ମାଆଙ୍କ ମନରେ ଆଘାତ ଦେଇପାରନ୍ତି ।

ତୁଳା: କୌଣସି କର୍ଯ୍ୟରେ ଆଶାନୀତି ହେବେ । ବନ୍ଧୁ ସହଯୋଗ ଦେଖାଦେବ । ମାନସିକ ସ୍ଥିତି ସୁଧାର ଆସିବ । କାର୍ଯ୍ୟ ସଫଳତା ହେବେ । ଲୋକ ସମ୍ପର୍କ ବଢ଼ିପାରେ । ପ୍ରେମରେ ସଫଳତା ଲାଭ କରିବେ ।

ବିଛା : ଆଜି ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହେବ । ନିରବ ଦ୍ରଷ୍ଟା ସାଜିବେ । ମାନସିକ ଶାନ୍ତି ପାଇବେ । ଦୈନଦିନ କାର୍ଯ୍ୟରେ ରାଗିବେ । ଆଶା ସଫଳ ହେବ । ଧର୍ମ କାର୍ଯ୍ୟରେ ଲାଗି ରହିବେ । ମହିଳାମାନେ ଦୂର ଯାଗାକୁ ଯିବେ ।

ଧନୁ : ଉଦବେଗ ଦୂରେଇଯିବ । ଯାତ୍ରାକଲେ ଲାଭବାନ ହେବେ । ଅଯଥା ହନ୍ତସନ୍ତ ହୋଇପାରନ୍ତି । ଅନିଶ୍ଚିତତା ଅନୁଭବ କରିବେ । ମହିଳା ଓ ବିଦ୍ୟାର୍ଥୀମାନେ ଜଗି ରଖି ଚଳିବେ ।

ମକର: ଆଜି ପୈତୃକ ସମ୍ପତିକୁ ନେଇ ଅଶାନ୍ତି ଉପୁଜିବ । କାର୍ଯ୍ୟକରି ସନ୍ତୋଷ ହେବେ । ଆତ୍ମୀୟମାନଙ୍କୁ ସମର୍ଥନ କରିପାରନ୍ତି । କଣ କରିବେ କିଛି ସ୍ଥିର କରିପାରିବେ ନାହିଁ ।

କୁମ୍ଭ: ମନରେ ଆନନ୍ଦ ପାଇବେ । ଅର୍ଥାଭାବରୁ ଶାନ୍ତି ମିଳିବ । ପଡ଼ୋଶୀମାନେ ଅସୁବିଧାରେ ପକାଇପାରନ୍ତି । ବନ୍ଧୁ ସହଯୋଗ ମିଳିପାରେ । କର୍ମକ୍ଷେତ୍ରରେ ଆନନ୍ଦ ପାଇବେ ।

ମୀନ: ଆଜି ସତ୍‌ସଙ୍ଗରେ ଯୋଗଦେଇ ଖୁସି ହେବେ । ଆଲୋଚନାରୁ ଉପକାର ମିଳିବ । କାର୍ଯ୍ୟ କ୍ଷେତ୍ରରେ ଲାଭ ମିଳିବ । ଚାକିରିରେ ଭ୍ରମଣ ଯୋଗ ଅଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button