ରାଜ୍ୟ

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ – Ibnodisha

[ad_1]

ବରଗଡ଼ : ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ। ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ ପାଇଁ ଲାଞ୍ଚ ନେଉଥିଲେ ଶିକ୍ଷକ ଜଣକ । ଶେଷରେ ଧରିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବାରୁ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରଗଡ଼ର ଏକ ହାଇସ୍କୁଲର ପ୍ରଧାନ ଶିକ୍ଷକ।ପୂର୍ବରୁ ସମସ୍ତ କାର୍ଯ୍ୟ ପାଇଁ ଲାଞ୍ଚ ନେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ଏସ୍ଏଚ୍‌ଜି ଫାଇଲ୍ ରିଲିଜ୍‌ କରିବା ପାଇଁ ୧୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ। ଏଥିସହ ଶିକ୍ଷକଙ୍କ ଠାରୁ ସେହି ଟଙ୍କା ଜବତ କରାଯାଇଛି । ଏହାପରେ ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button