ରାଜନୀତି

ଟଙ୍କା ମଗାଯିବା ମିଛ କଥା : ଶରତ – Ibnodisha

[ad_1]

ଭୁବନେଶ୍ୱର : ଶିଶିର ଗମାଙ୍ଗଙ୍କ ଅଭିଯୋଗ ପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । କିଛି ଷଡଯନ୍ତ୍ର କରାଯାଇନି କହିଲେ ଶରତ ପଟ୍ଟନାୟକ । ଟିକେଟ ପାଇଁ ଟଙ୍କା ମାଗାଯିବ ମିଛ କଥା । କାହା କଥାରେ ଟିକେଟ ଦିଆଯାଉନି, ବିଜୟକୁ ଗୁରୁତ୍ୱ ଦିଆଯାଉଛି । ଗମାଙ୍ଗ ଓ ପାଙ୍ଗୀ ପରିବାରକୁ ଆଦୌ ନିରାଶ କରାଯାଇନି ।

ଶଙ୍ଖ ଧରିଲେ ଭୃଗୁ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button