ରାଜ୍ୟ

ରାଜଧାନୀରେ ଯୁବତୀଙ୍କୁ ହତ୍ୟା – Ibnodisha

[ad_1]

ଭୁବନେଶ୍ୱର : ରାଜଧାନୀରେ ଯୁବତୀଙ୍କୁ ହତ୍ୟା। ରାଜଧାନୀ ସ୍ଥିତ ଧଉଳି ଥାନା ଲିଙ୍ଗିପୁର ଅଂଚଳରେ ଯୁବତୀଙ୍କୁ ହତ୍ୟା କରାଯାଇଛି। ହତ୍ୟା କରି ଦୁର୍ବୃତ ଯୁବତୀଙ୍କୁ ନଦୀ ପଠାରେ ଫିଙ୍ଗି ଦେଇଛନ୍ତି।

ମୃତ ଯୁବତୀ ଜଣକ ଗଞ୍ଜାମର ହୋଇଥିବା ବେଳେ ସେ ଶିଶୁପାଳଗଡରେ ରହୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇ ପୁଲିସ ମୃତଦେହ ଜବତ କରିଛି। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସମ୍ପୃକ୍ତ ଘଟଣାରେ ଜଣଙ୍କୁ ଅଟକ ରଖାଯାଇଛି ବୋଲି ସୂଚନା ମିଳିଛି।

ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ନେଲା ବୃଦ୍ଧଙ୍କ ଜୀବନ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button