ରାଜ୍ୟ

ସଡକ ଦୁର୍ଘଟଣା : ଡ୍ରାଇଭର ଗୁରୁତର – Ibnodisha

[ad_1]

ଭୁବନେଶ୍ୱର : ଭୁବନେଶ୍ୱର ଟଙ୍କପାଣି ରୋଡ ଛକ ନିକଟରେ ଘଟିଛି ସଡକ ଦୁର୍ଘଟଣା। ପଙ୍କ ବୋଝେଇ ଟ୍ରକକୁ ଏକ ଫ୍ଲାସ ବୋଝୋଇ ଟ୍ରକ ଧକ୍କା ଦେଇଛି । ଫଳରେ ଦୁଇ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ କଟକ ପଟୁ ଏକ ଫ୍ଲାଏ ଆସ୍ ବୋଝେଇ ଟ୍ରକ ଆସୁଥିବା ବେଳେ ବରଗଡ ପଟୁ ଆସୁଥିବା ଏକ ପଙ୍କ ବୋଝେଇ ଟ୍ରକ ହଠାତ ହଠାତ ଭାରସାମ୍ୟ ହରାଇ ଆଗକୁ ମାଡିଆସିଥିଲା । ଯାହା ଫଳରେ ଦୁଇଟି ଟ୍ରକ ଧକ୍କା ହୋଇଥିଲା । ଏବଂ ପଙ୍କ ବେଝୋଇ ଟ୍ରକଟି ଓଲଟି ପଡିଥିଲା । ତେବେ ଖବର ପାଇ ବରଗଡ ଓ ଲିଙ୍ଗରାଜ ପୁଲିସ ଥାନା ଘଟଣା ସ୍ଥଳରେ ପହଂଚି ଦୁଇ ଡ୍ରାଇଭରଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିିଥିବା ଜଣାପଡିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button