ଦେଶ
ମଦ୍ୟପାନ ଯୋଗୁ ମଲ୍ ରେ ଗୁଳିକାଣ୍ଡ ; ଗୁଳିକାଣ୍ଡରେ ଯୁବକ ଆହତ – Ibnodisha

[ad_1]
ହରିୟାଣା : ମଦ୍ୟପାନ କରି ମଲ୍ ରେ ଗୁଳିକାଣ୍ଡ। ଏହି ଗୁଳିକାଣ୍ଡରେ ଜଣେ ଯୁବକ ଆହତ ହୋଇଛନ୍ତି । ଶନିବାର ବିଳମ୍ବିତ ରାତିରେ ହରିୟାଣା ଗୁରୁଗ୍ରାମର ଏକ ମହଲରେ କିଛି ଲୋକ ମଦ୍ୟପାନ କରି ଝଗଡା କରୁଥିବା ସମୟରେ ଜଣେ ୨୬ ବର୍ଷୀୟ ଯୁବକଙ୍କୁ ଗୁଳିକରିଛନ୍ତି ଦୁର୍ବୁତ୍ତ । ଯୁବକଙ୍କ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଯାଇଛନ୍ତି । ଆହତ ଯୁବକଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଉଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।
[ad_2]