ରାଜନୀତି

ସିଇଓଙ୍କୁ ବିଜେପି ଫେରାଦ – Ibnodisha

[ad_1]

ଭୁବନେଶ୍ୱର : ସିଇଓଙ୍କୁ ହେଲା ଫେରାଦ ବିଜେପିର ଏକ ପ୍ରତିନିଧି ଦଳ । ବିଜେଡି ଆଦର୍ଶ ଆଚରଣବିଧି ଉଲ୍ସଘଂନ କରିଥିବା ଅଭିଯୋଗ । ବିଜେଡି ପ୍ରାର୍ଥୀଙ୍କ ପାଇଁ ଆଶା, ଅଙ୍ଗନବାଡି କର୍ମୀଙ୍କ ପ୍ରଚାର ଅଭିଯୋଗ । ଏନ୍‌ଜିଓକୁ ଏସସି/ଏସଟି ବିଭାଗ ୫୨୮ କୋଟି ମଞ୍ଜୁର କରିଥିବା ଅଭିଯୋଗ । ଆଦର୍ଶ ଆଚରଣବିଧି ଲାଗୁ ବେଳେ କିପରି ଅର୍ଥ ମଞ୍ଜୁର ହେଲା ପ୍ରଶ୍ନ କଲେ । କାର୍ଯ୍ୟାନୁଷ୍ଠାନ ନହେଲେ ସିଇଓଙ୍କ ଅଫିସ୍ ଆଗରେ ଧାରଣା କରିବୁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button