ରାଜନୀତି

ସୌମ୍ୟାଙ୍କ ଲେଖା ନେଇ ଦଶପଲ୍ଲା ବିଧାୟକଙ୍କ ପ୍ରତିକ୍ରିୟା କହିଲେ ଅଭିସନ୍ଧି ଥାଇପାରେ – Ibnodisha

[ad_1]

ଭୁବନେଶ୍ୱର : ସୌମ୍ୟାଙ୍କ ଲେଖା ନେଇ ତାଙ୍କ ଜିଲ୍ଲାର ଦଶପଲ୍ଲା ବିଧାୟକଙ୍କ ପ୍ରତିକ୍ରିୟା | ତାଙ୍କର କିଛି ଅଭିସନ୍ଧି ଥାଇପାରେ ବୋଲି କହିଲେ ବିଧାୟକ ରମେଶ ବେହେରା ପ୍ରଶାସନ ଯେମିତି ଚାଲିଛି ଓ ଲୋକାଭିମୁଖୀ ହୋଇଛି , ଲୋକେ ଖୁସି | ତାଙ୍କ କହିବା ପଛରେ କିଛି ଅଭିସନ୍ଧି ଥାଇପାରେ ସେଥିପାଇଁ କହୁଛନ୍ତି | କିଏ କଣ କହିଲା ତାହା ବଡ କଥା ନୁହେଁ ବୋଲି କହିଲେ ବିଜେଡି ବିଧାୟକ ରମେଶ ବେହେରା |

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button