ଅପରାଧ

ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା – Ibnodisha

[ad_1]

ଭୁବନେଶ୍ୱର : ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା। ସିସିଟିଭିରେ କଏଦ୍ ହୋଇଛି ଏହି ଲୁଟ୍ ଦୃଶ୍ୟ । ଆପାର୍ଟମେଣ୍ଟକୁ ଟାର୍ଗେଟ କରିବା ସହ ଲୁଟେରାଙ୍କ ଉତ୍ପାତ ଥମିବାର ନାଁ ଧରୁନି। ଭୁବନେଶ୍ୱର ପାହାଳସ୍ଥିତ ପାହାଳ ଥାନା ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜ୍ ଲୁଟ୍ ହୋଇଛି ବୋଲି ମଙ୍ଗଳବାର ଖବର ମିଳିଛି। ଘରେ କେହି ନଥିବାର ସୁଯୋଗ ନେଇ ତାଲା ଭାଙ୍ଗି ୩ଟି ବ୍ଲକରୁ ଲୁଟ୍ କରିଛନ୍ତି। ଚୋରିର ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button