ରାଜନୀତି
ମୁଁ ବିଜେପିରେ ଅଛି : ଦିଲୀପ – Ibnodisha

[ad_1]
ଭୁବନେଶ୍ୱର : ରାଉଲକେଲାରେ ଦିଲୀପ ରାୟଙ୍କୁ ଉଚ୍ଛ୍ୱାସିତ ସଂବର୍ଦ୍ଧନା । ଦିଲ୍ଲୀରୁ ଫେରିଲା ପରେ ଦିଲୀପଙ୍କୁ ସଂବର୍ଦ୍ଧନା ଜଣାଇଲେ ସମର୍ଥକ । ସମର୍ଥନ ଦେଖି ଭାବବିହ୍ୱଳ ହୋଇପଡିଲେ ଦିଲୀପ ରାୟ । ବିନା ନିର୍ବଆଚନରେ ଲୋକ ମୋତେ ଜିତେଇ ସାରିଲେଣି କହିଲେ ଦିଲୀପ । ମୁଁ ବିଜେପିରେ ଅଛି ବୋଲି ସ୍ପଷ୍ଟ କଲେ ଦିଲୀପ ରାୟ । ମୁଁ ସେବେ ଇସ୍ତଫା ଦେଇଥିଲେ ବି ଦଳ ତାକୁ ଗ୍ରହଣ କରିନାହିଁ । ନିର୍ବାଚନ ପାଇଁ ଲୋକ ପ୍ରସ୍ତୁତ ଅଛନ୍ତି, ମୁଁ ବି ପ୍ରସ୍ତୁତ ଅଛି । ପାର୍ଟି ଯାହା ନିଷ୍ପତ୍ତି ନେବ, ଦିନେ ୨ ଦିନରେ ଜଣାପଡିଯିବ ।
[ad_2]




