ରାଜ୍ୟ

ପୁଣି ବଢ଼ିଲା ସୁନା ଦର – Ibnodisha

[ad_1]

ଭୁବନେଶ୍ୱର : ପ୍ରତି ଦିନ ବଢୁଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୬୭ ହଜାର ୨୦୦ ଟଙ୍କା ରହିଛି। ଗୁରୁବାର (ଗତକାଲି) ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୨ ହଜାର ୨୨୦ ଟଙ୍କା ଥିବା ବେଳେ ଆଜି ଏଥିରେ ୧୦୯୦ ଟଙ୍କା ବୃଦ୍ଧି ଘଟିଛି। ଅନ୍ୟପକ୍ଷରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ଗତକାଲି ୬୬ ହଜାର ୨୦୦ ଟଙ୍କା ଥିବା ବେଳେ ଆଜି ୧୦୦୦ ଟଙ୍କା ବଢ଼ିଛି। ୧୮ କ୍ୟାରେଟ ସୁନା ଦର ଗତକାଲି ଭୁବନେଶ୍ୱରରେ ୧୦ ଗ୍ରାମକୁ ୫୪ ହଜାର ୧୬୦ ଟଙ୍କା ଥିବା ବେଳେ ଆଜି ୫୪ ହଜାର ୯୮୦ ଟଙ୍କା ରହିଛି। ଅର୍ଥାତ୍ ଦିନକ ଭିତରେ ୮୨୦ ଟଙ୍କା ବଢ଼ିଛି।

 

 

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button