IBN ଓଡ଼ିଶା ବ୍ୟୁରୋ

ଏହି ସମୟରେ ମହିଳା ମାନେ ସମ୍ବଦ୍ଧ ବନାଇବା ପାଇଁ ଦିୱାନୀ ହୋଇପଡନ୍ତି କେଉଁ ସମୟ ଜାଣିଛନ୍ତି କି

ବିବାହ ପରେ ପୁରୁଷ ଓ ନାରୀ ଅର୍ଥାତ ସ୍ଵାମୀ ଓ ସ୍ତ୍ରୀ ପରସ୍ପର ସହିତ ସମ୍ବଦ୍ଧ ବନାଇଥାନ୍ତି । କାରଣ ପ୍ରତ୍ଯେକ ବୈବାହିକ ଦମ୍ପତ୍ତି ମାନଙ୍କ ପାଇଁ ଶାରୀରିକ ସମ୍ପର୍କ ରଖିବା ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଅଟେ । ତେବେ ଆଜିକାଲିର ଯୁବପିଢୀ ମାନେ ଅର୍ଥାତ ପୁଅ ଓ ଝିଅ ମାନେ ଭଲ ପାଇବା ଏକ ସାଧାରଣ କଥା ହୋଇଗଲାଣି । ପୁଅ ଓ ଝିଅ ଉଭୟଙ୍କୁ ଭଲ ପାଇଲେ ସେମାନେ ନିଜ ମଧ୍ୟରେ ସମ୍ବଦ୍ଧ ମଧ୍ୟ ବନାଇଥାନ୍ତି ।

ତେବେ ମହିଳା ମାନେ କିଛି ବିଶେଷ ସମୟରେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ବନାଇବାକୁ ବହୁତ ଇଛା କରିଥାନ୍ତି । ଯେଉଁ ସମୟରେ କି ମହିଳାମାନେ ପୁରୁଷ ସହ ସମ୍ବଦ୍ଧ ବନାଇବା ପାଇଁ ପାଗଳ ପରିହୋଇଯାଇଥାନ୍ତି । ତେବେ ଶାରୀରିକ ବିନା ବୈବାହିକ ଜୀବନ ଅସଂପୂର୍ଣ୍ଣ ଲାଗିଥାଏ । ବିବାହର କିଛି ଦିନ ପରେ ମହିଳାଙ୍କର ବ୍ୟବହାର ଓ ଚାଲିଚଳନୀରେ ଅନେକ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିଥାଏ ।

ତେବେ ମହିଳା ମାନେ ବାହାଘର ପୂର୍ବରୁ ଶାରୀରିକ ସମ୍ପର୍କ ବିଷୟରେ ଅନ୍ୟ କାହା ସହ କଥା ହେବ ପାଇଁ ଲାଜ ମଧ୍ୟ କରିଥାନ୍ତି । ତେବେ ପ୍ରତ୍ଯେକଟି ମହିଳା ନିଜର ଏକ ନିର୍ଦ୍ଧିଷ୍ଟ ବୟସରେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବାର ଇଛା ବହୁତ କରିଥାନ୍ତି । ତେବେ କେଉଁ ବୟସରେ ମହିଳା ମାନେ ଶାରୀରିକ ସମ୍ପର୍କ ପ୍ରତି ଅଧିକ ଆଗ୍ରହୀ ରହିଥାନ୍ତି । ସେହି ସମ୍ପର୍କରେ ଆଲୋଚନା କରିବା ।

ପ୍ରାୟତଃ ଝିଅ ମାନଙ୍କର ବୟସ 20 ରୁ 25 ବର୍ଷ ଥିବା ବେଳେ ତାଙ୍କର ବାହାଘର ହୋଇଥାଏ । ଏହି ସମୟରେ ବିବାହିତା ନାରୀ ମାନେ ନିଜ ସ୍ଵାମୀଙ୍କ ସହ ସମ୍ପର୍କ ରଖିବାକୁ ଅଧିକ ପସନ୍ଦ କରିଥାନ୍ତି । ଏହି ସମୟରେ ସେମାନଙ୍କର ଶାରୀରିକ ସମ୍ପର୍କ ପ୍ରତି ଖୁବ ଅଧିକ ଆଗ୍ରହ ମଧ୍ୟ ବଢିଯାଇଥାଏ । ତେବେ 25 ରୁ 30 ବର୍ଷର ବିବାହିତା ନାରୀ ମାନେ ସନ୍ତାନ ପ୍ରାପ୍ତିର ଇଛା ରଖିଥାନ୍ତି ।

ତେଣୁ ଏହି ସମୟ ମଧ୍ୟରେ ବି ସେ ନିଜ ସ୍ଵାମୀଙ୍କ ସହ ସଂଭୋଗ କରିବାର କାମନା ରଖିଥାନ୍ତି । ହେଲେ ସେହି ସମୟରେ ସେ ନିଜର ବୈବାହିକ ଜୀବନରେ ମଧ୍ୟ ବହୁତ ବ୍ୟସ୍ତ ହୋଇପଡିଥାନ୍ତି । ତାପରେ 30 ରୁ 35 ବର୍ଷର ମହିଳା ମାନେ କିନ୍ତୁ ନିଜ ସ୍ଵାମୀଙ୍କ ପ୍ରତି ବହୁତ ରୋମାଣ୍ଟିକ ହୋଇଯାଇଥାନ୍ତି ।

କାରଣ ଏହି ବୟସରେ ସେମାନଙ୍କର ଆଉ ଶାରୀରିକ ସମ୍ବଦ୍ଧ ପ୍ରତି ମନରେ କିଛି ଲାଜ ନଥାଏ । ତେଣୁ ଏହି ବୟସରେ ହିଁ ସେମାନେ ନିଜ ସ୍ଵାମୀଙ୍କ ସହ ଶାରୀରିକ ସମ୍ବଦ୍ଧ ରଖିବାକୁ ଇଛା କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button