IBN ଓଡ଼ିଶା ବ୍ୟୁରୋ

ଯେଉଁ ମହିଳାଙ୍କ ଠାରେ ଏହି 9 ଲକ୍ଷଣ ରହିଥାଏ ? ସେମାନେ ନିଜ ସ୍ଵାମୀ ପାଇଁ ସୌଭାଗ୍ୟବତୀ ହୋଇଥାନ୍ତି

ବନ୍ଧୁଗଣ ନାରୀ ମାନଙ୍କୁ ଦୁହିତା କୁହାଯାଇଥାଏ । କାରଣ ଏମାନେ 2 କୁଳର ହିତ ସାଧନ କରିଥାନ୍ତି । ତେବେ ଯେଉଁ ନାରୀ ମାନଙ୍କ ଠାରେ ଏଭଳି କିଛି ଲକ୍ଷଣ ରହିଥାଏ । ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏଥିସହ ଏହି ନାରୀ ମାନେ ଯାହାକୁ ବିବାହ କରିଥାନ୍ତି । ସେମାନଙ୍କ ସ୍ଵାମୀ ମଧ୍ୟ ଭାଗ୍ୟବାନ ହୋଇଥାନ୍ତି । ଏହି ଝିଅ ଯାହାଙ୍କ ଘରକୁ ବୋହୁ ହୋଇଯାଇଥାନ୍ତି । ସେମାନଙ୍କ ଶାଶୁଘର ପରିବାରର ବହୁତ ଉନ୍ନତି କରିଥାନ୍ତି ।

ତେବେ ଚାଲନ୍ତୁ ସେହି ସୌଭାଗ୍ୟଶାଳୀ ନାରୀ ମାନଙ୍କର କିଛି ବିଶେଷ ଲକ୍ଷଣ ବିଷୟରେ ଆଲୋଚନା କରିବା । 1- ଯେଉଁ ମହିଳାଙ୍କର ଲମ୍ବା, ସୁନ୍ଦର ଘନ କେଶ ରହିଥାଏ । ସେହି ମହିଳା ମାନେ ବହୁତ ସୌଭାଗ୍ୟବତୀ ହୋଇଥାନ୍ତି । କାରଣ ଏଭଳି ମହିଳା ଘର ପାଇଁ ବହୁତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏମାନେ ତାଙ୍କ ପରିବାର ତଥା ଶାଶୁଘର ପରିବାରର ମଧ୍ୟ ଉନ୍ନତି କରିଥାନ୍ତି । 2- ଯେଉଁ ନାରୀ ମାନଙ୍କର ମୁଖ ମଣ୍ଡଳ ଗୋଲ ଓ ବଡ ବଡ ସୁନ୍ଦର ଆଖି ରହିଥାଏ ।

ଏମାନେ ସ୍ଵଭାବରେ ବହୁତ ସରଳ ଓ ପରୋପକାରୀ ହୋଇଥାନ୍ତି । ଏମାନେ ନିଜ ପରିବାରର ବହୁତ ଯତ୍ନ ନେଇଥାନ୍ତି । 3- ଯେଉଁ ମହିଳା ମାନଙ୍କର ମଥା ଚଉଡା ହୋଇଥାଏ । ଏମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି । ଘର ପାଇଁ ସୁଖ ସମୃଦ୍ଧିର ବାତାବରଣ ଆଣିଥାନ୍ତି । 4- ଯେଉଁ ମହିଳାଙ୍କର ନାକର ଆଗ ଭାଗରେ କଳାଜାଇ ରହିଥାଏ । ଏମାନେ ନିଜ ସ୍ଵାମୀ ପାଇଁ ବହୁତ ଲକି ହୋଇଥାନ୍ତି ।

5- ଯେଉଁ ମହିଳାଙ୍କର ଦାନ୍ତ ଧଳା, ସାଇଜ ଓ ସୁନ୍ଦର ହେବ ସହ ଓଠ ସାମାନ୍ୟ ଗୋଲାପୀ ରଙ୍ଗର ହୋଇଥାଏ । ଏମାନେ ନିଜ ପରିବାର ପ୍ରତି ସବୁବେଳେ ଦାୟିତ୍ଵବାନ ହୋଇକି ରହିଥାନ୍ତି । 6- ଯେଉଁ ମହିଳାଙ୍କର ବେକ ଲମ୍ବା ଓ ପତଳା ହୋଇଥାଏ । ଏହି ନାରୀ ମାନଙ୍କୁ ବିବାହ କରୁଥିବା ପୁରୁଷ ନିଜ ବ୍ୟବସାୟ କି ଚାକିରୀ କ୍ଷେତ୍ରରେ ଜୀବନରେ ବହୁତ ଉନ୍ନତି କରିଥାଏ ।

7- ଯେଉଁ ନାରୀ ମାନଙ୍କର ନାଭୀ ଗୋଲ, ଗଭୀର ଓ ସୁନ୍ଦର ହୋଇଥାଏ । ନାଭୀରେ କିମ୍ବା ନାଭୀ ପାଖରେ କଳାଜାଇ ରହିଥାଏ । ଏହି ନାରୀ ମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ସୌଭାଗ୍ୟ ଦ୍ଵାରା ଘରକୁ ମଧ୍ୟ ସୁଖ ସମୃଦ୍ଧି ଆସିଥାଏ । 8- ଯେଉଁ ନାରୀ ମାନଙ୍କର ମଥାରେ କଳାଜାଇ ରହିଥାଏ । ଏମାନେ ଆତ୍ମବିଶ୍ଵଶୀ ହେବ ସହ ଜୀବନରେ ସଫଳତା ପ୍ରାପ୍ତ କରିଥାନ୍ତି ।

9- ବେକରେ କଳାଜାଇ ଥିବା ମହିଳା ମାନଙ୍କ ପାଖରେ ଧର୍ଯ୍ୟ ଓ ବୁଦ୍ଧି ରହିବା ଯୋଗୁ ଏମାନେ ଜୀବନରେ ଉନ୍ନତି କରିଥାନ୍ତି । 10- ଯେଉଁ ମହିଳାଙ୍କ ଥୋଡି ଭାଗରେ କଳାଜାଇ ରହିଥାଏ । ଏମାନେ ନିଜ ପରିବାରରେ ସୁଖ ଓ ଶାନ୍ତିରେ ରହିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button