IBN ଓଡ଼ିଶା ବ୍ୟୁରୋ

ଲେବର କାର୍ଡ ଧାରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ,ସବୁ ହିତାଧିକାରୀ ମାନଙ୍କୁ ମିଳିବ ଟଙ୍କା ,ଜାଣନ୍ତୁ କିପରି ପାଇବେ ଲାଭ

ଦର୍ଶକ ବନ୍ଧୁ ଏବେ ଏବେ ଆସିଲା ଲେବର କାର୍ଡ କୁ ନେଇ ଆସିଲା ବହୁତ୍ ବଡ଼ ଅପଡେଟ ଯେଉଁଥିରୁ ମିଳିବାକୁ ଯାଉଛି ସବୁ କାର୍ଡ ଧାରୀଙ୍କୁ ଟଙ୍କା , କଣ ସେହି ଖବର ମିଳିବାକୁ ଯାଉଛି କେତେ ଟଙ୍କା ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।

ଦର୍ଶକ ବନ୍ଧୁ ଶ୍ରମିକଙ୍କ ପାଇଁ ବହୁତ୍ ଗୁଡ଼ିଏ ଯୋଜନା କର୍ଯ୍ୟକରି କରୁଛନ୍ତି କେନ୍ଦ୍ର ସରକାର ଆଉ ଏହି ଯୋଜନା ଗୁଡିକ ବିଷୟରେ ଅଧିକାଂଶ ଲୋକ ଜାଣି ନଥିବାରୁ ଏହାର ଲାଭ ଉଠାଇ ପାରନ୍ତି ନାହିଁ କିନ୍ତୁ ସରକାରଙ୍କ ଦ୍ଵାରା ଶ୍ରମିକଙ୍କୁ ଦିଆଯାଇଥିବା ଲେବର କାର୍ଡ ଦ୍ଵାରା ଏବେ ସରକାର ଦେବାକୁ ଯାଉଛନ୍ତି ୩୫୦୦ ଟଙ୍କା ।

ଯଦି ଆପଣ ଆପଣଙ୍କ ଲେବର କାର୍ଡ ଅପଡେଟ କରି ନାହାନ୍ତି ତାହେଲେ ଆଜି ହିଁ ଅପଡେଟ କରି ନିଅନ୍ତୁ ନହେଲେ ଆଗକୁ ଆସୁଥିବା ଯୋଜନା ଗୁଡିକରୁ ବଞ୍ଚିତ ହୋଇଯିବେ । ଅଧିକ ଖବର ଜାଣିବା ପାଇଁ ଯୋଡ଼ି ହୋଇରୁହନ୍ତୁ ଆମ ସହିତ ଶେଷ ଯାଇ ପଢ଼ି ଥିବାରୁ ଧନ୍ୟବାଦ୍।

Related Articles

Leave a Reply

Your email address will not be published. Required fields are marked *

Back to top button