IBN ଓଡ଼ିଶା ବ୍ୟୁରୋ

ପୋଷ୍ଟ ଅଫିସର ଏହି ସ୍କିମ ଆପଣଙ୍କୁ କରିଦେବ ମାଲାମାଲ ,ଏହି Scheme ରେ ନିବେଶ କରିପାରିବେ ସବୁ ହିତାଧିକାରୀ ,ଜାଣନ୍ତୁ କିପରି କରିବେ

ନମସ୍କାର ଦର୍ଶକବନ୍ଧୁ ପୋଷ୍ଟ ଅଫିସରେ ଆସିଲା ନୂଆ ସ୍କିମ ଯେଉଁଥିରେ ଆପଣଙ୍କୁ ମିଳିବ ଅଧିକ ରିଟର୍ଣ୍ଣ ଆଜିର ସମୟରେ ସମସ୍ତେ ବ୍ୟାଙ୍କରେ ମଧ୍ୟ ପଇସା ଡିପୋଜିଟ କରୁଛନ୍ତି ଆଉ ସେଭିଙ୍ଗ ମଧ୍ୟ କରୁଛନ୍ତି |ତେବେ ପୋଷ୍ଟାଲ ଆଣିଛି ଆଉ ଏକ ନୂଆ ସ୍କିମ ଯେଉଁଥିରେ ଆପଣଙ୍କୁ ମିଳିବ ଅଧିକରୁ ଅଧିକ ଲାଭ ତେବେ ଆସନ୍ତୁ ଏହି ସ୍କିମ ବିଷୟରେ ଜାଣିବା |ତେବେ ଆପଣଙ୍କୁ ପୋଷ୍ଟ ଅଫିସର ନେସନାଲ ସେଭିଙ୍ଗ ସାର୍ଟିଫିକେଟ ସ୍କିମ ବିଷୟରେ କହୁଛୁ |

ଏହା ମଧ୍ୟ FD ପରି ସେଭିଙ୍ଗ ପ୍ରମାଣପତ୍ର ଯେଉଁଥିରେ ପାଞ୍ଚ ବର୍ଷ ଲାଗି ନିବେଶ କରାଯାଏ ଏହି ସ୍କିମରେ 7.7 ପ୍ରତିଶତ ହିସାବରେ ସୁଧ ମଧ୍ୟ ଦିଆଯାଉଛି ଯଦି ଆପଣ NSC ରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଅତି କମରେ ଏକ ହଜାର ଟଙ୍କା ନିବେଶ କରିପାରିବେ |ତେବେ ଏଥିରେ ସର୍ବାଧିକ ନିବେଶର କୌଣସି ସୀମା ନାହିଁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହି ସ୍କିମ ମ୍ୟାଚୁର ହୋଇଥାଏ ଏବଂ ନିଶ୍ଚିତ ରିଟର୍ଣ୍ଣ ମଧ୍ୟ ମିଳିଥାଏ |

ତେବେ ଏହି ସ୍କିମରେ ଛୋଟ ପିଲାଙ୍କ ନାଁରେ ମଧ୍ୟ ଆକାଉଣ୍ଟ ଖୋଲା ଯାଇପାରିବ |ଦଶ ବର୍ଷରୁ ଅଧିକ ବୟସ ଶିଶୁ ନିଜ ନାମରେ NCS କିଣିପାରିବେ ଅର୍ଥାତ ନେସନାଲ ସେଭିଙ୍ଗ ସାର୍ଟିଫିକେଟ ଏହା ବ୍ୟତୀତ ଦୁଇ କିମ୍ବା ତିନି ଜଣ ମିଶି NCS ରେ ନିବେଶ କରିପାରିବେ |

ଆପଣ ନିଜ ଘରର ନିକଟରେ ଥିବା କୌଣସି ପୋଷ୍ଟ ଅଫିସର ଶାଖାକୁ ଯାଇ ଏହି ସ୍କିମର ନିବେଶ କରିପାରିବେ ଯାହାକି ବ୍ୟାଙ୍କ ଠାରୁ ଅଧିକ ମିଳିଥାଏ ଏଥିରେ ସୁଧ ତେବେ ଆପଣ ପୋଷ୍ଟ ଅଫିସର ଏହି ସ୍କିମରେ ନିବେଶ କରି ଭଲ ରିଟର୍ଣ୍ଣ ମଧ୍ୟ ପାଇପାରିବେ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button