ଦେଶ

ସିଜେଆଇ ଙ୍କୁ ୨୧ ଅବସରପ୍ରାପ୍ତି ବିଚାରପତିଙ୍କ ଚିଠି – Ibnodisha

[ad_1]

ନୂଆଦିଲ୍ଲୀ : ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତି ବିଚାରପତି । ସୁପ୍ରିମକୋର୍ଟ ଓ ହାଇକୋର୍ଟର ଅବସରପ୍ରାପ୍ତ ୨୧ ବିଚାରପତିଙ୍କ ଚିଠି । ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଉଦ୍ୟମ  କରାଯାଉଥିବା ଅଭିଯୋଗ । ଉଦବେଗ ପ୍ରକାଶ ସହ କିଛି ତତ୍ତ୍ୱ ଏଭଳି କରୁଥବା ଅଭିଯୋଗ । ‘ସଂକୀର୍ଣ୍ଣ ରାଜନୈତିକ  ସ୍ୱାର୍ଥ ଓ ବ୍ୟକ୍ତିଗତ ଫାଇଦା ପାଇଁ ଏଭଳି କରୁଛନ୍ତି । ଚାପ ପକାଇ ନ୍ୟାୟପାଳିକା ଛବିକୁ ଖରାପ କରିବାକୁ ଉଦ୍ୟମ କରାଯାଉଛି ।’

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button