ରାଜ୍ୟ

ଡବଲ ମର୍ଡର : ଦୋଷୀକୁ ଆଜୀବନ – Ibnodisha

[ad_1]

ରାଉଲକେଲା : ଦମ୍ପତିଙ୍କୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍ । ଦୋଷୀ ରାଜୁ ପାନ୍ନାକୁ ଆଜୀବନ ଦଣ୍ଡାଦେଷ ଦେଲେ ଏଡିଜେ-୨ । ଜୁନ୍ ୨୦୧୫ରେ ବ୍ରାହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଘଟିଥିଲା ହତ୍ୟାକାଣ୍ଡ । ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ କଟୁରୀରେ ହାମି ହତ୍ୟା କରିଥିଲା ରାଜୁ ।

ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍; ୨୦ରୁ ଅଧିକ ଯାତ୍ରୀ ଆହତ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button