ରାଜ୍ୟ

ଜଳୁଛି ଓଡିଶା ;ସାଢ଼େ ୨ରେ ରାଜଧାନୀରେ ୪୧ ଡିଗ୍ରୀ – Ibnodisha

[ad_1]

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ତାତି । ଆଜି ଦିନ ସାଢ଼େ ୨ ସୁଦ୍ଧା ୪୧.୨ ଡିଗ୍ରୀ ସହ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର। ଚାନ୍ଦବାଲି ୪୧.୧, ଝାରସୁଗୁଡା ୪୧, ବାଲେଶ୍ୱର ୪୦, ହୀରାକୁଦ ୩୯.୫, ସମ୍ବଲପୁର ୩୯.୪, ରାଉଲକେଲା ୩୯.୨ ଡିଗ୍ରୀ । ତେବେ ଗତକାଲି ୧୦ଟି ସହରରେ ପାରଦ ୩୯ ଡିଗ୍ରୀ ଟପିଥିଲା। ୪୦.୫ ଡିଗ୍ରୀ ସହ ପାରଳାଖେମୁଣ୍ଡି ଥିଲା ରାଜ୍ୟର ସବୁଠୁ ଉତ୍ତପ୍ତ ସହର। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରାରେ ଜଳିବ ସାରା ଓଡିଶା । ଅର୍ଥାତ ୧୭ ଠାରୁ ୨୦ ତାରିଖ ଭିତରେ ୪୩ ଡିଗ୍ରୀ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇପାରେ ଏନେଇ ପାଣିପାଗ ବିଭାଗ ହିଟ ୱେଭ ୱାର୍ଣ୍ଣିଙ୍ଗ ଜାରି କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button