ରାଜ୍ୟ

ଘରେ ବିବାହ ପାଇଁ ମନା କରିବାରୁ ଜୀବନ ହାରିଲେ ପ୍ରେମୀଯୁଗଳ – Ibnodisha

[ad_1]

ଭୁବନେଶ୍ୱର : ନିଆଳି ଥାନା ଅନ୍ତର୍ଗତ ମହଙ୍ଗପଡା ଗ୍ରାମରେ ପ୍ରେମ ପାଇଁ ଜୀବନ ହାରିଲେ ପ୍ରେମୀଯୁଗଳ। ଘରେ ବାରମ୍ବାର ବିବାହ ପାଇଁ ମନା କରିବାରୁ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ଘଟିବା ପରେ ଚାରିଆଡେ ଶୋକର ଛାୟା ଛାଇ ଯାଇଛି। କହାଵର ପାଇ ଘଟଣାସ୍ଥଳରେ ନିଆଳି ପୋଲିସ ପହଁଚି ପ୍ରେମୀ ଯୁଗଳଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ଏପରିକି କେଉଁ କାରଣରୁ ପ୍ରେମୀ ଯୁଗଳ ତାଙ୍କର ଜୀବନ ହାରିଲା ସେ ନେଇ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରୁଛି ନିଆଳି ପୋଲିସ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button