ରାଜ୍ୟ

କୁଚିଣ୍ଡାକୁ ଜିଲ୍ଲା ଘୋଷଣା ଦାବି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା – Ibnodisha

[ad_1]

କୁଚିଣ୍ଡା : କୁଚିଣ୍ଡାକୁ ଜିଲ୍ଲା ଘୋଷଣା ଦାବିରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା । ରାସ୍ତାକୁ ଓଲ୍ଲାଇଲେ କୁଚିଣ୍ଡା ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟି ଓ ଉପଖଣ୍ଡ ଜନସାଧାରଣ । ଏକ ଶୋଭାଯାତ୍ରା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୁଚିଣ୍ଡା ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ପରେ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହିତ ପ୍ରତିବାଦ । ଏହି ଆନ୍ଦୋଳନରେ କୁଚିଣ୍ଡା ପୂର୍ବତନ ବିଧାୟକ ରବିନାରାୟଣ ନାୟକ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆଙ୍କ ସମେତ ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନର ସଦସ୍ୟ ସାମିଲ ହୋଇଛନ୍ତି । ଆସନ୍ତା ନୂଆଁଖାଇ ମଧ୍ୟରେ ସରକାର ଦାବି ପୂରଣ ନ କଲେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button