ରାଜ୍ୟ
ଲସ୍ ଭେଗାସ୍ରେ ଗୁଳିକାଣ୍ଡ, ୩ ମୃତ – Ibnodisha

[ad_1]
ଲସ୍ ଭେଗାସ୍ : ଆମେରିକାର ଲସ୍ ଭେଗାସ୍ସ୍ଥିତ ନୋଭାଡା ବିଶ୍ୱବିଦ୍ୟାଳୟରେ ବୁଧବାର ଆତତାୟୀଙ୍କ ଗୁଳିରେ ୩ ଜଣ ପ୍ରାଣ ହରାଇଥିବାବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଆକ୍ରମଣକାରୀ ସାମିଲ ଥିବା ପୁଲିସ ଅନୁମାନ କରୁଛି । ଗୁଳିକାଣ୍ଡର କାରଣ ଜଣାପଡିନଥିଲେ ସୁଦ୍ଧା ପୁଲିସ କ୍ୟାମ୍ପସ୍ରେ ପଇଁତରା ମାରୁଛି ।
The post ଲସ୍ ଭେଗାସ୍ରେ ଗୁଳିକାଣ୍ଡ, ୩ ମୃତ appeared first on ONA KHABAR.
[ad_2]