ରାଜ୍ୟ

ଶାକାହାରୀ ଖାଦ୍ୟ ଖାଆନ୍ତି ବିରାଟ – Ibnodisha

[ad_1]

ନୂଆଦିଲ୍ଲୀ: ଆସନ୍ତା କାଲି ବିଶ୍ୱକପ୍‌ । ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍‌ ଇଣ୍ଡିଆ । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଚାରିଆଡ଼େ ଖୁସିର ମାହୋଲ । ୯ଟି ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ ଅପରାଜୟ ଟିମ୍‌ ଭାବେ ଫାଇନାଲକୁ ପ୍ରବେଶ କରିଛି । ୧୦୦ କୋଟି ଭାରତୀୟଙ୍କ ଆଶା ଟିମ୍‌ ଓ୍ଵାର୍ଲ୍ଡକପ୍‌ ନିଶ୍ଚିତ ଜିତିବ । ଏଥର ଓ୍ଵାର୍ଲ୍ଡ କପ୍‌ ଇଣ୍ଡିଆ । ଏହାରିି ଭିତରେ ସବୁଠାରୁ ଅଧିକ ଚର୍ଚ୍ଚାରେ ଯେଉଁ ଖେଳାଳୀ ରହିଛନ୍ତି ସେ ହେଉଛନ୍ତି ବିରାଟ କୋହଲି । କାରଣ ୫୦ଟି ଶତକ ମାରିବା ପରେ ସେ ସଚ୍ଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି ଏବଂ ଏକ ନୂଆ ରେକର୍ଡ ସ୍ଥାପନ କରିଛନ୍ତି ବିଶ୍ୱ କ୍ରିକେଟ ଇତିହାସରେ । ଯାହାକୁ ଅତିକ୍ରମ କରିବା ଆଗାମୀ ପିଢ଼ିର ଖେଳାଳୀଙ୍କ ପାଇଁ ବହୁତ କଷ୍ଟକର ହେବ ।

କିନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ ଏପରି କିଛି କହିବାକୁ ଯାଉଛୁ ଯାହା ଆପଣ ହୁଏତ ଜାଣି ନଥିବେ । ସାଧାରଣତଃ ପ୍ରତ୍ୟେକ ଖେଳାଳୀଙ୍କର ଡାଏଟର ନିଜସ୍ୱ ରୁଟିନ ରହିଥାଏ ଏବଂ ଡାଏଟରେ ମିଟ୍‌ ବା ନନଭେଜ୍‌ ସାମିଲ ହେବା ଏକ ସାଧାରଣ କଥା । କିନ୍ତୁ ବିରାଟ କୋହଲି ହେଉଛନ୍ତି ଏପରି ଜଣେ ଖେଳାଳୀ ଯେ ସମ୍ପୂର୍ଣ୍ଣ ରୂପେ ଶାକାହାରୀ । ଆପଣ ଏକଥା ଜାଣିଛନ୍ତି କି ? ଆମେ ନିଶ୍ଚିତ ଯେ ଅଧିକାଂଶ ଲୋକ ଏକଥା ଜାଣି ନଥିବେ ।

ପଡ଼ିଆ ଭିତରେ ଏତେ ଫିଟ୍‌ ଦେଖାଯାଉଥିବା ବିରାଟ୍‌ ନନଭେଜ୍‌ ଖାଆନ୍ତି ନାହିଁ । ବିଶ୍ୱ କ୍ରିକେଟ ଇତିହାସରେ ସବୁଠାରୁ ଫିଟ ଆଥଲେଟ କୁହାଯାଉଥିବା ବିରାଟ କୋହଲି ଜଣେ ଶାକାହାରୀ ବ୍ୟକ୍ତି । ଏହା ପଛରେ ରହିଛି ଏକ ଖାସ୍‌ କାରଣ । ବିରାଟ ଖୁସିରେ ଭେଜ୍‌ ଖାଉ ନାହାନ୍ତି ଏହା ପଛରେ ଏକ କାରଣ ରହିଛି ଯାହା ଆଜି ଆମେ ଆପଣଙ୍କୁ ଜଣାଇବୁ । ତେବେ ଆସନ୍ତୁ ଜାଣିବା ଏହା ପଛର କାରଣ ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button