ଦେଶ

ସଲ୍‌ମାନଙ୍କ ଘରକୁ ଗୁଳିମାଡ଼ ଘଟଣା : ୨ ଅଭିଯୁକ୍ତ ଗିରଫ – Ibnodisha

[ad_1]

ମୁମ୍ବାଇ : ବଲିଉଡ ସୁପରଷ୍ଟାର ସଲ୍‌ମାନ ଖାନ୍‌ଙ୍କ ଘର ବାହାରେ ଏପ୍ରିଲ ୧୪ ତାରିଖ ଦିନ ଗୁଳି ଫୁଟାଇ କିଛି ଅଜଣା ଦୁର୍ବୃତ୍ତ ସଲମାନ ଖାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା କୁହାଯାଉଥିଲା। ଏବେ ସେହି ବ୍ୟକ୍ତିଙ୍କୁ ଗୁଜୁରାଟରୁ ଗିରଫ କରାଯାଇଛି। ଗୁଜୁରାଟର ଭୁଜଠାରୁ ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ୍‌ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ୨୪ ବର୍ଷୀୟ ଭିକି ସାହେବ ଗୁପ୍ତା ଓ ୨୧ ବର୍ଷୀୟ ଶ୍ରୀଯୋଗନ୍ଦ୍ରେ ବଲ୍‌। ସେମାନେ ଦୁହେଁ ହେଉଛନ୍ତି ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାସ୍ଥିତ ମାସିହିର। ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେ ଦୁଇ ଜଣଙ୍କୁ ଆଜି ସକାଳୁ ମୁମ୍ବାଇ ନିଆଯିବାର ଯୋଜନା ରହିଛି। ଅଭିଯୁକ୍ତ ଦ୍ବୟ ହେଉଛନ୍ତି ୨୪ ବର୍ଷୀୟ ଭିକି ସାହେବ ଗୁପ୍ତା ଓ ୨୧ ବର୍ଷୀୟ ଶ୍ରୀଯୋଗନ୍ଦ୍ରେ ବଲ୍‌। ସେମାନେ ଦୁହେଁ ହେଉଛନ୍ତି ବିହାରର ପଶ୍ଚିମ ଚମ୍ପରନ ଜିଲ୍ଲାସ୍ଥିତ ମାସିହିର। ସୂତ୍ରରୁ ଜାଣିବାକୁ ମିଳିଛି ଯେ ସେ ଦୁଇ ଜଣଙ୍କୁ ଆଜି ସକାଳୁ ମୁମ୍ବାଇ ନିଆଯିବାର ଯୋଜନା ରହିଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button