ରାଜ୍ୟ

ବଜ୍ରାଘାତରେ ଚାଲିଗଲା ୩ ଜୀବନ – Ibnodisha

[ad_1]

ଭୁବନେଶ୍ୱର : କେନ୍ଦ୍ରାପଡ଼ାରେ କାଳବୈଶାଖୀ ବର୍ଷା ଓ ପବନ । ଏହି କାଳବୈଶାଖୀ ବର୍ଷା ପବନରେ ଚାଲିଗଲା ୩ ଜଣଙ୍କ ଜୀବନ । ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲରେ ଜଣେ ଓ ଆଳି ଶାକିଅଞ୍ଚ ଭେଡ଼ାରେ ଜଣଙ୍କ ମୃତ୍ୟୁ ଘଟିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିବା ସହ ବିଦ୍ୟୁତ୍ ସରାବରାହ ବିଛିନ୍ନ ହୋଇଯାଇଛି । ଗଛ ଡ଼ାଳ ପଡି ବିଜୁଳି ଖୁଣ୍ଟରେ ଲାଗି ଥିବା ଦୁଇଟି ଲାଇଟ୍ ଭାଙ୍ଗିଯାଇଛି ।

ପ୍ରବଳ ଖରା : ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି..

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button