ରାଜ୍ୟ
ଚେକିଂ ବେଳେ ୬ ଲକ୍ଷ ଜବତ – Ibnodisha

[ad_1]
ପଦ୍ମପୁର : ଚେକିଂବେଳେ ବାଇକ୍ରୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି । ଝାରବନ୍ଧ ଥାନା ଡଭା ଛକରେ ଚେକିଂ ବେଳେ ଜବତ ହୋଇଛି । ୬ ଲକ୍ଷ ୫୨ ହଜାର ଟଙ୍କା କରିଛି ଝାରବନ୍ଧ ଥାନା ପୋଲିସ । ବାଇକ୍ ଆରୋହୀଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ ।
୨୧ରୁ ବର୍ଷା ହେବାର ସମ୍ଭାବନା; ତାତିରୁ ମିଳିବ ତ୍ରାହି
[ad_2]




