ଅପରାଧ
ଯୌତୁକ ପାଇଁ ବୋହୁକୁ ହତ୍ୟା – Ibnodisha

[ad_1]
କୃଷ୍ଣପ୍ରସାଦ : ଯୌତୁକ ପାଇଁ ଶାଶୁ ଘରେ ବୋହୁକୁ ହତ୍ୟା ଅଭିଯୋଗ । କୃଷ୍ଣପ୍ରସାଦ ଥାନା ମଏଁଷା ଗାଁରେ ଥିବା ଶାଶୁଘର ନାଁରେ ଅଭିଯୋଗ । ଶାଶୁଘର ଲୋକେ ମାରିସ ପୋଡି ଦେଇଥିବା ବାପଘର ପକ୍ଷରୁ ଖବର ଆସିଛି । ସ୍ୱାମୀ, ଶ୍ୱଶୁର , ଶାଶୁ ଓ ନଣନ୍ଦଙ୍କ ନାଁରେ ଥାନାରେ ଏତଲା ।
ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି, ନାମାଙ୍କନ ଆରମ୍ଭ; ମେ’୧୩ରେ ୪ ସଂସଦୀୟ ଓ୨୮ ବିଧାନସଭା କ୍ଷେତ୍ରରେ ଭୋଟ୍
The post ଯୌତୁକ ପାଇଁ ବୋହୁକୁ ହତ୍ୟା appeared first on ONA KHABAR.
[ad_2]