ଦେଶ

ଭୋଟ ଆଗ ପରେ ବିବାହ – Ibnodisha

[ad_1]

ନୂଆଦିଲ୍ଲୀ : ଗୋଟିଏ ଝିଅ ଜୀବନରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ହେଲେ ସେହି ଦିନରେ ବିବାହ ବେଦୀକୁ ଯିବା ଆଗରୁ ମତଦାନ କେନ୍ଦ୍ରକୁ ଆସିଲେ କନ୍ୟା । ବାହାଘର ପାଇଁ ବଧୂବେଶରେ ସଜେଇ ହୋଇଛନ୍ତି ଦୀପ । ହେଲେ ବେଦୀକୁ ଯିବା ଆଗରୁ ସେ ନିଜ ଗାଁରେ ଥିବା ଭୋଟ୍ ଗ୍ରହଣ କେନ୍ଦ୍ରରେ ପହଂଚିଛନ୍ତି । ଆଉ କହିଛନ୍ତି, ଦେଶର ଜଣେ ନାଗରିକ ହିସାବରେ ମତାଧିକାର ସାବ୍ୟସ୍ତ ହେଉଛି ପ୍ରଥମ କର୍ତବ୍ୟ । ମୁଜାଫରନଗରରେ ବୋହୂ ବେଶରେ ଆସି ନବବଧୂ ଦୀପ ଭୋଟ ଦେଇଛନ୍ତି । ନିଜ ପସନ୍ଦର ନେତା ବାଛିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button