ରାଜ୍ୟ

ବିଜେପି ସିଇଓଙ୍କୁ ଫେରାଦ – Ibnodisha

[ad_1]

ଭୁବନେଶ୍ୱର : ପୁଣି ବିଜେଡି ବିରୋଧରେ ସିଇଓଙ୍କୁ ଫେରାଦ ହେଲା ବିଜେପି ଟିମ୍ । ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବିରୋଧରେ ଫେରାଦ ଦେଲା ବିଜେଡି । ପ୍ରଚାର ବେଳେ ସାଧାରଣ ଲୋକେ ତାଙ୍କୁ ଜଳ ସମସ୍ୟା ଜଣାଇଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା ଲୋକେ ବିରୋଧ କରିଥିଲେ । ଘଟଣାକୁ ୫ ଦିନ ବିତିଥିଲେ ବି କାର୍ଯ୍ୟାନୁଷ୍ଠାନ ହୋଇନି ବୋଲି କହିଲେ ସତ୍ୟବ୍ରତ ପଣ୍ଡା । ବ୍ରହ୍ମପୁରରେ ହାବିଲଦାର ସଂଘ କର୍ମକର୍ତ୍ତା ଆଚରଣ ବିଧି ଉଲ୍ଲଘଂନ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button