ରାଜ୍ୟ

ଡଙ୍ଗାବୁଡି ୧ ମୃତ, ୬ ନିଖୋଜ – Ibnodisha

[ad_1]

ଝାରସୁଗୁଡା : ମହାନଦୀରେ ଡଙ୍ଗା ବୁଡି ୧ ମୃତ ଓ ୬ ନିଖୋଜ ହୋଇ ଯାଇଛନ୍ତି । ଲଖନପୁର ବ୍ଲକ ଶରଧା ନିକଟ ମହାନଦୀରେ ଡଙ୍ଗା ବୁଡିଥିବାର ସୂଚନା ମିଳିଛି । ଡଙ୍ଗାରେ ପ୍ରାୟ ୫୦ ଜଣ ଥିଲେ ଏବଂ ବରଗଡ ବାଞ୍ଜିପାଲିକୁ ଯାଉଥିଲେ । ଡଙ୍ଗାରେ ଥିବା ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି । ଡଙ୍ଗାରେ ଅନେକ ମହିଳା ଏବଂ ଶିଶୁ ଥିବାର ମଧ୍ୟ ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button