ରାଜ୍ୟ

ଟିକେଟ କିଏ ଓ କାହିଁକି କାଟିଛନ୍ତି ଜାଣିନି : ଅମର ଶତପଥୀ – Ibnodisha

[ad_1]

ଭୁବନେଶ୍ୱର : ଅମର ଶତପଥୀଙ୍କ ଟିକେଟ କଟିବା ପରେ ସମର୍ଥଙ୍କ ଅସନ୍ତୋଷ । ଅମରଙ୍କ ଭୁବନେଶ୍ୱର ବାସଭବନରେ ଏକାଠି ହେଲେ ସମର୍ଥକ । ମୁଖ୍ୟମନ୍ତ୍ରୀ ଟିକେଟ ନେଇ ପୂନର୍ବିଚାର କରିବାକୁ ଦାବି କଲେ ସମର୍ଥକ । ତେବେ ଟିକେଟ କଟିବା ପରେ ବଡଚଣା ବିଧାୟକ ଅମର ଶତପଥୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଏଭଳି ନିଷ୍ପତି କାହିଁକି ହେଲା ଜାଣିନି । ଟିକେଟ କିଏ ଓ କାହିଁକି କାଟିଛନ୍ତି ଜାଣିନି । ମୁଁ ଦଳରେ ଅଛି ମୋର ଦଳ ପରିବର୍ତ୍ତନ କରିବାର ନାହିଁ । ବଡଚଣା ସହ ୪୦ ବର୍ଷର ସଂପର୍କ, ଲୋକ ଦେଖା କରିବାକୁ ଆସୁଛନ୍ତି କହିଲେ ଅମର ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button