ରାଜ୍ୟ
ପ୍ରବଳ ଖରା ; ଦିନ ସାଢେ ୨ଟା ସୁଦ୍ଧା ୪୩ ଡିଗ୍ରୀ ପାର୍ – Ibnodisha

[ad_1]
ଭୁବନେଶ୍ୱର : ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ଶନିବାର ଦିନ ସାଢେ ୨ଟା ସୁଦ୍ଧା କେନ୍ଦୁଝରର ସର୍ବାଧିକ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡା ୪୩.୨, ସମ୍ବଲପୁର ୪୨.୭, ରାଉରକେଲା ୪୨.୬, ହୀରାକୁଦ ୪୨.୬, ଚାନ୍ଦବାଲି ୪୧.୪, ଭୁବନେଶ୍ୱର ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି।
[ad_2]