୩ ଲୋକସଭା ଓ ୧୬ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ – Ibnodisha

[ad_1]
ଭୁବନେଶ୍ୱର: ୩ ଲୋକସଭା ଓ ୧୬ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । କନ୍ଦେୁଝର ଲୋକସଭା ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ମୋହନ ହେମ୍ବ୍ରମଙ୍କ ଯାଗାରେ ବିନୋଦ ନାୟକଙ୍କୁ ଦଳ ପ୍ରାର୍ଥୀ କରିଛି ।
ଲୋକସଭା ପ୍ରାର୍ଥୀ:
୧) ସମ୍ବଲପୁର – ଦଲାଲ ଚନ୍ଦ୍ର ପ୍ରଧାନ
୨) ଆସିକା – ଦେବକାନ୍ତ ଶର୍ମା
୩) କନ୍ଦେୁଝର – ବିନୋଦ ନାୟକ
ବିଧାନସଭା ପ୍ରାର୍ଥୀ :
୧) ଝାରସୁଗୁଡ଼ା : ଅନୀତା ବିଶ୍ୱାଳ
୨) ବଡ଼ସାହି : କ୍ଷୀରୋଦ ଚନ୍ଦ୍ର ପାତ୍ର
୩) ସୁକିନ୍ଦା : ବିଭୂ ଭୂଷଣ ରାଉତ
୪) କଣ୍ଟାମାଳ : ଶରତ କୁମାର ପ୍ରଧାନ
୫) କେନ୍ଦ୍ରାପଡ଼ା : ସିପ୍ରା ମଲ୍ଳିକ
୬) ରାଜନଗର : ଅଶୋକ ପ୍ରତିହାରୀ
୭) ମହାକାଳପଡ଼ା : ଲୋକନାଥ ମହାରଥୀ
୮) ନିମାପଡ଼ା : ସିଦ୍ଧାର୍ଥ ରାଉତରାୟ
୯) ପିପିଲି : ଜ୍ଞାନରଞ୍ଜନ ପଟ୍ଟନାୟକ
୧୦) ଜୟଦେବ ଏସସି : କୃଷ୍ଣଚନ୍ଦ୍ର ସଗରିଆ
୧୧) ଖୋର୍ଦ୍ଧା : ସୋନାଲି ସାହୁ
୧୨) ଚିଲିକା : ପ୍ରଦୀପ କୁମାର ସ୍ୱାଇଁ
୧୩) ଖଣ୍ଡପଡ଼ା : ମନୋଜ କୁମାର ପ୍ରଧାନ
୧୪) ଦଶପଲ୍ଲା : ନକୁଳ ନାୟକ
୧୫) କବିସୂର୍ଯ୍ୟନଗର : ସଞ୍ଜୟ କୁମାର ମଣ୍ଡଳ
୧୬) ଗୋପାଳପୁର : ଶ୍ୟାମ ସୁନ୍ଦରଗଡ଼ ସାହୁ
ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
[ad_2]




