ରାଜ୍ୟ

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଆହତ ରୋଗୀଙ୍କୁ ସହାୟତା ପ୍ରଦାନ – Ibnodisha

[ad_1]

ପାତ୍ରପୁର: ଗତ ଆଠ ତାରିଖରେ ପାତ୍ରପୁର ବ୍ଳକ ଖରଣିପଡା ପଞ୍ଚାୟତ ଅମୁଣ୍ଡି ଗ୍ରାମରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଏଗାର ଜଣ ଆହତ ହୋଇଥିଲେ। ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଘଟି ଆହତ ହୋଇ ଚିକିତ୍ସିତ ହେଉଥିବା ଜଣେ ଗରୀବ ରୋଗୀଙ୍କୁ ଚିକିଟି ସେବା ସଂସ୍ଥାନ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି।  ସେମାନଙ୍କ ମଧ୍ୟରୁ ଶଙ୍କର ମହାନ୍ତି ଅତି ଗରିବ ହୋଇ ଥିବା ବେଳେ ସେ ଲିଭର ଜଣ୍ଡିସ ଆକ୍ରାନ୍ତ ଥିବା ବେଳେ ଦୁର୍ଘଟଣାରେ ତାଙ୍କର ଗୋଡ ଭାଙ୍ଗିବା ସହିତ ଶରୀରର କିଛି ଅଂଶ ପୋଡି ଯାଇଥିଲା। ଏହି ଗରୀବ ବ୍ୟକ୍ତି ଜଣକ ଚିକିତ୍ସିତ ହେଉଥିବା ଜାଣି ସେବା ସଂସ୍ଥାନର ସଭ୍ୟ ମାନେ ସଭାପତି କୃଷ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କର୍ମକର୍ତ୍ତା ମାନେ ତାଙ୍କ ଘରକୁ ଯାଇ ୭୦୦୦ ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button