ରାଜନୀତି

କୋହ ସମ୍ଭାଳି ପାରିଲେନି ସୀମା – Ibnodisha

[ad_1]

ଭୁବନେଶ୍ୱର : ଟିକେଟ କଟିବା ପରେ ମୁହଁ ଖୋଲିଲେ ସୀମାରାଣୀ ନାୟକ । କୋହ ସମ୍ଭାଳି ପାରିଲେନି ହିନ୍ଦୋଳ ବିଧାୟିକା ସୀମାରାଣୀ । ଟଙ୍କା ନେଇ ଟିକେଟ ଦିଆଯାଇଥିବା ଅଭିଯୋଗ ଉପରେ ପ୍ରତିକ୍ରାୟା ରଖିଲେ । ମୁଁ ଅନୁସୂଚିତ ଜାତି ବର୍ଗରୁ ଆସୁଛି, ମୋ ପାଖରେ ସେଭଳି ଟଙ୍କା ନାହିଁ । ଅନେକ ବିକାଶମୂଳକ କାର୍ଯ୍ୟ ସତ୍ତ୍ୱେ ଟିକେଟ ମିଳିଲାନି । କିଛି ମୁଷ୍ଟିମେୟଙ୍କ ରିପୋର୍ଟ ଅନୁସାରେ ମୋ ପ୍ରତି ଅନ୍ୟାୟ ହୋଇଛି । ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଲୋଚନା କରି ନିଷ୍ପତ୍ତି ନେବି । ବିଜେପି ଯିବାକୁ ସୁଯୋଗ ମିଳିଲେ ପ୍ରଶ୍ନରେ ହାତଛଡା କରିବିନି କହିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button