ରାଜ୍ୟ

୪ କୋଟିରୁ ଅଧିକ ଗଞ୍ଜେଇ ଜବତ – Ibnodisha

[ad_1]

କନ୍ଧମାଳ : କନ୍ଧମାଳ ଜିଲ୍ଲା ଗଦ୍ରଙ୍ଗିଆ ଘାଟି ନିକଟ ଇର୍ପିଗୁଡା ଜଙ୍ଗଲରେ ବେଆଇନ ଭାବେ ଗଞ୍ଜେଇ ଚାଲାଣ କରାଯାଉଥିଲା । ଏପରିକି ସେହି ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖାଯାଇଥିଲା । କୌଣସିମତେ  ଏହାର ଖବର ପୋଲିସକୁ ମିଳିଥିଲା । ଖବର ପାଇ ପୋଲିସ ଅଚାନକ ପୋଲିସ ସେଠାରେ ରେଡ କରିଥିଲା । ପୋଲିସ ଆସିବାର ଆଗୁଆ ସୂଚନା ପାଇ ଗଞ୍ଜେଇ ମାଫିଆ ମାନେ ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ସେଠାରୁ ୪ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ କରିଛି । ନିର୍ବାଚନ ପାଇଁ ବାଲିଗୁଡ଼ା ଅଞ୍ଚଳରେ ପୋଲିସ୍ ପକ୍ଷରୁ ପେଟ୍ରୋଲିଂ କଡାକଡି କରାଯାଇଛି ।

The post ୪ କୋଟିରୁ ଅଧିକ ଗଞ୍ଜେଇ ଜବତ appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button