IBN ଓଡ଼ିଶା ବ୍ୟୁରୋ

କେଉଁ ପରିସ୍ଥିତିରେ ଝିଅ ହାତକୁ ଯାଇପାରିବନି ବାପାର ସମ୍ପତ୍ତି? ବିବାହିତ ଝିଅକୁ କାଣିଚାଏଁ ବି ମିଳିବନି ଭାଗ, ଜାଣନ୍ତୁ ପୁରା ଖବର

କଣ ଆପଣ ଜାଣନ୍ତି କି ଏପରି କିଛି ପରିସ୍ଥିତି ରହିଛି ଯେଉଁଥିରେ ଝିଅ ମାନେ ଚାହିଁଲେ ବି ନେଇ ପାରିବେନି ବାପାଙ୍କ ସମ୍ପତ୍ତି । ଆଜ୍ଞା ହଁ , ହିନ୍ଦୁ ଅଧିକାର ଅଧିନିୟମ ୨୦୦୫ ଅନୁସାରେ ଝିଅ ଓ ପୁଅଙ୍କର ବାପାଙ୍କ ସମ୍ପତ୍ତିରେ ସମାନ ଅଧିକାର ରହିଛି ।ହେଲେ ଏପରି କିଛି ପରିସ୍ଥିତି ରହିଛି ବା ନିୟମ ରହିଛି ଯାହା ଦ୍ଵାରା ଝିଅ ମାନେ ବାପାଙ୍କ ସମ୍ପତ୍ତିରୁ ବଞ୍ଚିତ ହୋଇ ପାରନ୍ତି । ତେବେ ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଏହି ନିୟମ ପୈତୃକ ସଂପତ୍ତିରେ ଲାଗୁ ହେବ ନାହିଁ ତେବେ କେବଳ ବାପାଙ୍କ ସ୍ଵଅର୍ଜିତ ସମ୍ପତ୍ତିରେ ଏହି ନିୟମ ଲାଗୁ ହେବ ।

R
ଯଦି ବାପା ବଞ୍ଚିଛନ୍ତି ଓ ସେ ତାଙ୍କ ନିଜ ଇଚ୍ଛା ଅନୁସାରେ ନିଜର ସ୍ଵଅର୍ଜିତ ଧନ ରୁ ନିଜ ଝିଅକୁ ବଞ୍ଚିତ କରି ଅନ୍ୟ କାହା ନାଁରେ ସମ୍ପତ୍ତି କରୁଛନ୍ତି ତେବେ ଝିଅ ଏ ନେଇ ଆଇନ୍ ରେ ଅଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳିବ ନାହିଁ ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button