ରାଜ୍ୟ

ଦିନରେ ତତେଇଲା , ସନ୍ଧ୍ୟାରେ ଭିଜେଇବ ! – Ibnodisha

[ad_1]

ଭୁବନେଶ୍ୱର : ଅସହ୍ୟ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ଦେବ କାଳବୈଶାଖୀ । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ଓ ବଜ୍ରପାତ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ । ଟୁଇନ୍ ସିଟି କଟକ ଓ ଭୁବନେଶ୍ୱର ସହ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ୭ ଜିଲ୍ଲା ମଧ୍ୟରୁ ରାୟଗଡା , ଗଞ୍ଜାମ, କଟକ, ଖୋର୍ଦ୍ଧା , ପୁରୀ , ବରଗଡ , ନୟାଗଡକୁ ଆଲର୍ଟ ଜାରୀ ।

ଅସହ୍ୟ ତାତି : ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୧ ଡିଗ୍ରୀ

The post ଦିନରେ ତତେଇଲା , ସନ୍ଧ୍ୟାରେ ଭିଜେଇବ ! appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button