ରାଜ୍ୟ

ଜଳିଗଲା ୧୨ ବଖରା – Ibnodisha

[ad_1]

କାମାକ୍ଷାନଗର : ନିଆଁ ଲାଗି ୧୨ ବଖରା ଘର ଜଳିଯାଇଥିବାର ସୂଚନା ମିଳିଛି । ଅଁଳାବେରିଣୀ ଗାଁରେ ଅଗ୍ନିକାଣ୍ଡ ଘଟିଛି । ଏଯାବତ୍ କାରଣ ଅସ୍ପଷ୍ଟ ରହିଛି । ୪ ଟି ପରିବାରର ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ପୋଡି ହୋଇ ପାଉଁଶ ହୋଇଯାଇଛି ।

ହିଞ୍ଜିଳିରୁ ପ୍ରଚାର ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିରୋଧିଙ୍କୁ ଟାର୍ଗେଟ କଲେ

The post ଜଳିଗଲା ୧୨ ବଖରା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button