IBN ଓଡ଼ିଶା ବ୍ୟୁରୋ

ମହିଳା ଗର୍ଭବସ୍ଥାରେ ଏହି ସବୁ ଖାଦ୍ୟ ଖାଇଲେ, ପିଲା ତକ ତକ ଗୋରା ହୋଇ ଜନ୍ମ ହୁଏ, ସୁସ୍ଥ, ସୁନ୍ଦର ସନ୍ତାନ ପାଇଁ ଏହାକୁ ଖାଆନ୍ତୁ

କାରଣ ଗର୍ଭାବସ୍ତାରେ ମା’ ଯାହା ସବୁ ଖାଇଥାଏ । ସେହି ଖାଦ୍ୟ ମଧ୍ୟ ପିଲାକୁ ମିଳିଥାଏ । ତେବେ ଗର୍ଭାବସ୍ଥା ମହିଳା କଣ କଣ ସବୁ ଖାଇଲେ, ପିଲାର ରଙ୍ଗ ଗୋରା ହୋଇଥାଏ, ସେ ବିଷୟରେ ଚାଲନ୍ତୁ ଆଲୋଚନା କରିବା । 1- ତେବେ ମହିଳା ଗର୍ଭବତୀ ଥିବା ଅବସ୍ଥାରେ 3 ମାସ ହେବା ପର ଠାରୁ ମହିଳାଙ୍କୁ ଡାଳିମ୍ବ ଖାଇବା ଉଚିତ । ତେବେ ଡାଳିମ୍ବ ଖାଇବା ଦ୍ଵାରା ଶରୀରରେ ରକ୍ତର ଅଭାବ ହୋଇନଥାଏ । ପିଲା ମଧ୍ୟ ସୁସ୍ଥ, ସବଳ ହୋଇ ଜନ୍ମ ହୋଇଥାଏ ।

2- ଗର୍ଭବତୀ ମହିଳା ମାନେ କମଳା ମଧ୍ୟ ଖାଇବା ଦ୍ଵାରା ତାହାର ଭଲ ପ୍ରଭାବ ତାଙ୍କ ଗର୍ଭସ୍ଥ ପିଲା ଉପରେ ପଡିଥାଏ । କାରଣ କମଳା ଖାଇବା ଦ୍ଵାରା ପିଲାର ରଙ୍ଗ ଗୋରା ହୋଇଥାଏ ।

3- କ୍ଷୀରରେ କେଶର ମିଶାଇ ସେବନ ମଧ୍ୟ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ । କାରଣ କେଶର ମିଶା କ୍ଷୀର ମହିଳାଙ୍କ ଗର୍ଭରେ ଥିବା ସନ୍ତାନର ରଙ୍ଗକୁ ଗୋରା କରାଇବାରେ ସାହାଜ୍ଯ କରାଇଥାଏ । ତେଣୁ ରାତିରେ ଶୋଇବାର କିଛି ସମୟ ପୂର୍ବରୁ କ୍ଷୀରରେ କିଛି କେଶର ଅର୍ଥାତ କେଶରର 1 କିମ୍ବା 2 ଟି ପାଖୁଡା ମିଶାଇ ତାହାର ସେବନ କରନ୍ତୁ । କାରଣ କେଶରରେ ଏଭଳି କିଛି ପୋଷକ ତତ୍ଵ ରହିଥାଏ ।

ଯାହା ପିଲାର ରଙ୍ଗକୁ ଗୋରା କରିବା ଓ ବୁଦ୍ଧିମାନ କରିବା ପାଇଁ ମଧ୍ୟ ସାହାଜ୍ଯ କରିଥାଏ । ତେଣୁ ଗର୍ଭବତୀ ମହିଳା ମାନେ ନିଜର ଗର୍ଭସ୍ଥ ସନ୍ତାନକୁ ସୁସ୍ଥ ଓ ସୁନ୍ଦର କରିବା ପାଇଁ ଏହି ଖାଦ୍ୟର ସେବନ କରିବା ଜରୁରୀ ହୋଇଥାଏ । ଯାହା ଦ୍ଵାରା ପିଲା ସୁନ୍ଦର ହୋଇବା ସହ ତା’ ର ମାନସିକ ବିକାଶ ଭଲ ଭାବେ ହୋଇଥାଏ ।

ତେବେ ଆପଣ ମାନଙ୍କୁ ଏହି ପୋଷ୍ଟଟି କିପରି ଲାଗିଲା ? ତାହା ଆମକୁ କମେଣ୍ଟ କରିକି ନିହାତି ଭାବେ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button