IBN ଓଡ଼ିଶା ବ୍ୟୁରୋ

କଥା କଥାରେ କାନ୍ଦୁଥିବା ଝିଅ ମାନଙ୍କ ସ୍ଵଭାବ କିଭଳି ହୋଇଥାଏ ? ଜାଣନ୍ତୁ ଏମାନଙ୍କ ଖାସ୍ ଗୁଣ ବିଷୟରେ…

ବନ୍ଧୁଗଣ ଆମ ସମାଜରେ ଅନେକ ଝିଅ ଅଛନ୍ତି । ଯେଉଁ ମାନେ ବହୁତ ଇମୋସନାଲ ସ୍ଵଭାବର ହୋଇଥାନ୍ତି । ଯାହାଙ୍କୁ କଥା କଥା କାନ୍ଦ ଲାଗିଥାଏ । ଏହି ନାରୀ ମାନେ ଛୋଟ ଛୋଟ କଥାରେ ବହୁତ ଭାବ ପ୍ରବଣ ହୋଇଯାଇଥାନ୍ତି । ଯାହା ଦ୍ଵାରା ସେମାନେ ଅନେକ ସମୟରେ କାନ୍ଦି ପକାଇଥାନ୍ତି । ହେଲେ ଏଭଳି ଭାବେ ବାରମ୍ବାର କାନ୍ଦୁଥିବା ଝିଅ ମାନଙ୍କୁ ଲୋକେ ନାକକାନ୍ଦୁରୀ ବୋଲି କହିଥାନ୍ତି । ଏଥିସହ ଅନେକ ସେମାନଙ୍କର ମଜାକ ଉଡାଇବାରେ ମଧ୍ୟ ଲାଗିପଡନ୍ତି ।

ହେଲେ ଆଜି ଆମେ ଏହି ଅଧିକ କାନ୍ଦୁଥିବା ଝିଅ ମାନଙ୍କର କିଛି ଖାସ୍ ଗୁଣ ବିଷୟରେ ଏଠାରେ ଆଜି ଆମେ କହିବା ପାଇଁ ଯାଉଛୁ । କଥା କଥାରେ କାନ୍ଦୁଥିବା ଝିଅ ମାନଙ୍କର ସ୍ଵଭାବ କିଭଳି ହୋଇଥାଏ ? ସେମାନେ କେଉଁ ପ୍ରକାର ଝିଅ ହୋଇଥାନ୍ତି ଆମେ ଆଜି ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ ।

1-ବାରମ୍ବାର କଥା କଥାରେ ଆଖିରୁ ଲୁହ ଗଡାଇ କାନ୍ଦୁଥିବା ଝିଅ ମାନଙ୍କୁ ଅନେକ ଲୋକ ଦୁର୍ବଳ ସ୍ଵଭାବର ଝିଅ ବୋଲି କହିଥାନ୍ତି । ହେଲେ ଅଧିକ କାନ୍ଦୁଥିବା ଝିଅ ମାନେ ଯେତେବେଳେ କାନ୍ଦିବା ଆରମ୍ଭ କରିଥାନ୍ତି । ସେଠାରେ ତାଙ୍କ କାନ୍ଦକୁ ନେଇ କିଏ କଣ କହିବ । ସେମାନେ ସେହି ବିଷୟରେ ଭାବି ନଥାନ୍ତି । ସେମାନେ କୌଣସି କଥା ଦ୍ଵାରା ଭାବପ୍ରବଣ ହୋଇଯାଇଥିବାରୁ ନିଜ ଆଖିରୁ ଲୁହ ବାହାର କରିଦେଇଥାନ୍ତି ।

2- କାନ୍ଦିବା ଦ୍ଵାରା ସେହି ଝିଅ ମାନେ ରିଲାକ୍ଷ ଫିଲ୍ କରିଥାନ୍ତି । ଏହା ସହ ସେମାନଙ୍କ ମନ ମଧ୍ୟରେ ଉଙ୍କି ମାରୁଥିବା ଅନେକ ଟେନସନ ସେମାନଙ୍କ ଠାରୁ ଚାଲିଯାଇଥାଏ । 3- ଏହି ଅଧିକ କାନ୍ଦୁଥିବା ଝିଅ ମାନଙ୍କୁ ଅଧିକ ରୋଗ, ବେମାରୀ ମଧ୍ୟ ହୋଇନଥାଏ । 4- ଅଧିକ କାନ୍ଦୁଥିବା ଝିଅ ମାନେ ଇମୋସନାଲ ସ୍ଵଭାବର ହୋଇଥିଲେ ମଧ୍ୟ ମାନସିକ ଭାବେ ବହୁତ ଷ୍ଟ୍ରଙ୍ଗ ହୋଇଥାନ୍ତି ।

5- କଥା କଥାରେ କାନ୍ଦୁଥିବା ଝିଅ ମାନେ ନିଜ ପରିବାର ବହୁତ ଭଲ ପାଇଥାନ୍ତି । ଏମାନେ ସବୁବେଳେ ସେମାନଙ୍କ ପାଇଁ ଯତ୍ନବାନ ହୋଇକି ରହିଥାନ୍ତି । 6- ଏହି ଝିଅ ମାନେ ଅନ୍ୟର ଦୁଃଖକୁ ବହୁତ ଶୀଘ୍ର ବୁଝିବା ସହ ଅନ୍ୟକୁ କେବେ ମଧ୍ୟ କଷ୍ଟ ଦେଇନଥାନ୍ତି । 7- ଏହି ଝିଅ ମାନେ ନିଜର ଲଭ ପାର୍ଟନରକୁ ବହୁତ ଭଲ ପାଇଥାନ୍ତି । ତାଙ୍କ ଲଭ ପ୍ରତି ସବୁବେଳେ ଲୋୟାଲ ହୋଇରହିଥାନ୍ତି । 8- ଏହି ଝିଅ ମାନେ ଅନ୍ୟର ମନର ଭାବନାକୁ ବୁଝିବା ସହ ସେମାନଙ୍କ ସହ ଭଲ ବନ୍ଧୁତା କରିଥାନ୍ତି ।

9- ଏହି ଝିଅ ମାନେ ପରୋପକାରୀ ହୋଇଥାନ୍ତି । 10- ତେଣୁ ଏହି ଝିଅ ମାନେ ଅଧିକ କାନ୍ଦୁଥିଲେ ମଧ୍ୟ ଭଲ ସ୍ଵଭାବର ଝିଅଟିଏ ହୋଇପାରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button